ପଞ୍ଚାୟତକୁ ମଦ ମୁକ୍ତ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଫୁଲବାଣୀ: ୧୫/୦୯ ନିଜ ଗାଁ ଓ ପଞ୍ଚାୟତକୁ ମଦ ମୁକ୍ତ କରିବା ଲାଗି ଅଣ୍ଟା ଭିଡ଼ିଲେ ମହିଳା ମହିଳlମାନେ ଏକଜୁଟ ହୋଇ ପଞ୍ଚାୟତର ୱାର୍ଡ କୁ ୱାର୍ଡ ବୁଲି ମଦ ବିକ୍ରୀ ଓ ସେବନକୁ ମନା କରୁଛନ୍ତି l ଏଥିସହ ଗ୍ରାମର ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି lnସରପଞ୍ଚ ନରୋତ୍ତମ ପ୍ରଧାନ, ରମେଶ ଦିଗଲ ଆରତୀ ପ୍ରଧାନ, କମଳିନୀ ପ୍ରଧାନ, ସ୍ଵପ୍ଣ ନାୟକ ସମେତ ବହୁ ମହିଳା ମାନେ ମଦ ମୁକ୍ତି ଅଭିଯାନରେ ସାମିଲ ହୋଇଥିଲେ l ଏହି କାର୍ଯ୍ୟରେ ପୋଲିସ ଓ ଅବକାରୀ ବିଭାଗ ସହଯୋଗ କଲେ ଏହି ଅଭିଯାନ ଶୀଘ୍ର ସଫଳ ହୁଅନ୍ତା ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତିl

Leave A Reply

Your email address will not be published.