xmas

କୋଟପାଡ଼ରେ ବିଶ୍ଵକର୍ମା ପୂଜା ମହାସମାରୋହରେ ପାଳିତ

କୋଟପାଡ଼: ଆଜି ପାଗ ଭଲ ହେବାରୁ ସ୍ଥାନୀୟ PHD ଅଫିସ, ଇଲେକ୍ଟ୍ରିକ ଅଫିସ ଠାରେ ବେଶ୍ ଧୁମ୍ ଧାମରେ ବିଶ୍ବ କର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି ।ସହରର ବହୁ ଦର୍ଶକ ନିଜ ପରିବାର ସହ ଦର୍ଶନରେ ଯାଇଥିଲେ। ସୁନ୍ଦର୍ ମୂର୍ତ୍ତିକୁ ଆକର୍ଷଣୀୟ ସାଜସଜ୍ଜା ସହରକୁ ଚଳ ଚଞ୍ଚଳ କରିଛି। କାଲିଠାରୁ ଲଘୁଚାପକୁ ଦୃଷ୍ଟିରେ ରଖି ଆଜି ବହୁ ଗହଳି ହେବାର ଦେଖା ଯାଇଥିଲା।

Leave A Reply

Your email address will not be published.