xmas

ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କୋଟପାଡ଼: ଆଜି କୋଟପାଡ଼ ବିଜେପି ଅଫିସ ସମ୍ମୁଖରେ କୋଟପାଡ଼ ବିଜେପି ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। କୋରାପୁଟ ବିଜେପି ସମ୍ପାଦକ ରାମେଶ୍ବର ଜେନା, ଦିଲୀପ ଦାସ, ଶେଖର ଦାଶ, ରାଜ ମହାନ୍ତି ଓ ଅନ୍ୟ ମାନେ ଉପସ୍ଥିତ ରହି ମୋଦିଙ୍କ ଜନ୍ମ ଦିନକୁ ଭବ୍ୟ ରଖିବା ପାଇଁ ପ୍ରୟାସ କରିଥିଲେ। ଏହାକୁ କୋଟପାଡ଼ବାସୀ ମାନେ ସ୍ଵାଗତ କରିଥିଲେ

Leave A Reply

Your email address will not be published.