xmas

ଗୋଁଣ୍ତ ସମାଜ କର୍ମଚାରୀ ବିକାଶ ମଞ୍ଚର ନୁଆଖାଇ ଭେଟ

ପଦ୍ମପୁର: ଅଖିଳ ଭାରତୀୟ ଗୋଁଣ୍ତୱାନା ଗୋଁଣ୍ତ ମହାସଭା କର୍ମଚାରୀ ବିକାଶ ମଞ୍ଚ ପଦ୍ମପୁର ଉପଖଣ୍ତର ନୁଆଁଖାଇ ଭେଟଘାଟ ପଦ୍ମପୁର ରାଜାଜୀ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଥିଲା। ପାରମ୍ପାରିକ ରୀତିନୀତିରେ ବୁଢାଦେଓ ପୂଜାର୍ଚ୍ଚନା ପରେ ନୁଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କର୍ମଚାରୀ ବିକାଶ ମଞ୍ଚ ପକ୍ଷରୁ ପଦ୍ମନାଭ ମାଝୀ, ନିର୍ମଳ ଧରୁଆ, ଜଗନ୍ନାଥ ପୁଟା, ନନ୍ଦକିଶୋର ଧରୁଆ, ସୁରେନ୍ଦ୍ର ପଧାନ, ରାଜେନ୍ଦ୍ର ସିଂ, ମନୋହର ଓଟି, ହେମନ୍ତ ଧରୁଆ, ରାମସିଂ ଭୋଇ ମଞ୍ଚସୀନ ଅତିଥି ଥିଲେ। ଚଳିତ ବର୍ଷ ନବ ନିଯୁକ୍ତି ପାଇଥିବା କେତେକ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଶ୍ବିନୀ ଧରୁଆ, ସମାରୁ ଧରୁଆ, ରମେଶ ସିଦାର, ବିରେନ୍ଦ୍ର ସିଦାର, ରଘୁନନ୍ଦନ ଦେବ, ଜଳଧର ନାୟକ, କୁବେର ଧରୁଆ, ଯୋଗେଶ୍ବର ମଲ୍ଲିକ, ରାୟସିଂ ମାଝୀ, ଧନଞ୍ଜୟ ଧରୁଆ, ବୀରେନ୍ଦ୍ର ସିଂ ସିଦାର ସହଯୋଗ କରିଥିଲେ। ଶେଷରେ ରମେଶ ଜଗତ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.