xmas

କୋଟପାଡ଼ ବାଳିକା ବିଦ୍ୟାଳୟରେ ଆଇନ ସଚେତନତା ଶିବିର

କୋଟପାଡ: ଆଜି କୋଟପାଡ ତାଲୁକ ଆଇନ ସଚେତନତା ଶିବିର ଆନୁକୁଲ୍ୟରେ କୋଟପାଡ ବାଳିକା ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ କୋଟପାଡ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀ ଦିଲୀପ କୁମାର ବେହେରା, ବରିଷ୍ଟ ଆଇନଜୀବୀ ପଙ୍କଜ କୁମାର ପାତ୍ର, ପ୍ରଧାନ ଶିକ୍ଷୟତ୍ରୀ ସବିତା ମାଦଳା ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ, ସ୍କୁଲର ସମସ୍ତ ଛାତ୍ରୀ ଉପସ୍ଥିତ ଥିଲେ । ଆଜିର ଏହି ସଚେତନତା ପୋସ୍କୋ କେସ ସମ୍ବର୍ଦ୍ଧିତ ହୋଇଥିଲା ବିଚାର ବିଭାଗୀୟ ବିଚାରପତି ଦିଲୀପ କୁମାର ବେହେରା ଏହି ଆଇନ ଉପରେ ବୁଝେଇ ଥିଲେ । କୋର୍ଟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.