ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

ଫୁଲବାଣୀ, ୦୧/୧୦: ଶନିବାର ଫୁଲବାଣୀ ବ୍ଳକର ସା୍ର୍ତଗୁଡା‌ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା l ଏଥିରେ ‌ମୂଖ୍ୟ ଅତିଥି ଭାବେ ଅତିରିକ୍ତ ସ୍ୱତନ୍ତ୍ର ବିଚାରପତି ସନ୍ତୋଷ କୁମାର ଜେନା ,ସିଜେଏମ ସାଇକାତ ପାତ୍ର, l ଲିଗାଲ ଏଡ ସଚିବ ଶ୍ରୀମତୀ ଅନୁସୟା ରାୟ, ଓକିଲ ସଙ୍ଘ ସଭାପତି ବିଜୟ ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳାରାମ ସେଠି, ଫିଜିଓଥେରାପି ଅକ୍ଷୟ କୁମାର ପଣ୍ଡା PLV ର ଅଶୋକ କୁମାର ପ୍ରଧାନ ନିରଞ୍ଜନ ପଣ୍ଡା, ଶଙ୍କର ମହାନ୍ତି ଓ ମେଡିକାଲର କର୍ମଚାରୀ ଓ ଚକ୍ଷୁ ବିଶେଷଜ୍ଞ ଯୋଗ ‌ଦେଇଥିଲେ l ଆଇନ ସେବା ଉପରେ ଲୋକଙ୍କୁ ସହାୟତା ଯୋଗାଇ ଦିଆଯିବା ନେଇ କଣ ସବୁ ବ୍ୟବସ୍ଥା ରହିଛି ଲୋକ ମାନେ କିଭଳି ଏହାର ମାଗଣାରେ ସେବା ପାଇପାରିବେ ଲୋକଙ୍କୁ ବୁଝାଇ ଦିଆଯାଇଥିଲା

Leave A Reply

Your email address will not be published.