xmas

ବିଶ୍ଵ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଦେଖିଲେ ସ୍ୱାଭିମାନ ଅଞ୍ଚଳର ଛାତ୍ରଛାତ୍ରୀ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଆଇଟିଡିଏ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ୩ଟି ବିଦ୍ୟାଳୟରୁ ୫୦ରୁ ଉର୍ଦ୍ଧ ଛାତ୍ରୀଛାତ୍ର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ହେଉଥିବା ବିଶ୍ୱ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଦେଖିବା ଲାଗି ରବିବାର ବାହାରିଛନ୍ତି । ଆଇଟିଡିଏ ସହଯୋଗରେ ଏହି ଛାତ୍ରୀଛାତ୍ର ଏକ ବସ ଯୋଗେ ମାଲକାନଗିରି ଭୁବନେଶ୍ୱର ଯାତ୍ରା କରିଛନ୍ତି । ପିଏ ଆଇଟିଡିଏ ତ୍ରିନାଥ ମାଝି, ଚିତ୍ରକୋଣ୍ଡା ବିଡିଓ ରଘୁନାଥ ମୁଣ୍ଡାରୀ, ପ୍ରଶାନ୍ତ ବାଉରୀଙ୍କ ତତ୍ୱାବଧାନରେ ଛାତ୍ରୀଛାତ୍ର କଳିଙ୍ଗ ଷ୍ଟାଡିୟମ ଆସିଥିବା ସୂଚନା ମିଳିଛି ।

Leave A Reply

Your email address will not be published.