xmas

ବିଜେଡିର ଗଣଧାରଣା ଓ ବିକ୍ଷୋଭ

ବରଗଡ: ଆଜି ବରଗଡ ଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆମ ରାଜ୍ୟର କୃଷକ ମାନଙ୍କ କୃଷୀ ବୀମା ରାଶି ପ୍ରଦାନ ଅବହେଳା ବିରୁଦ୍ଧରେ ବିଜୁ ଜନତା ଦଳ ତରଫରୁ ଗଣ ଧାରଣା, ବିକ୍ଷୋପ ପ୍ରଦର୍ଶନ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର। ଏହି ସଭାରେ ପୂର୍ବତନ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂହ, ବରଗଡ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ଶ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରାଜ୍ଯ ଯୋଜନା ବୋର୍ଡ଼ର ସଦସ୍ୟ ଶ୍ରୀ ସାଧୁ ନେପାକ, ଚାଷୀ ନେତା ଶ୍ରୀ କିଶୋର ଦେବତା, ଜିଲ୍ଲା ଯୁବ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ, ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ନିଲ କୁମାରି ନାୟକ, ସଭାର ସଭାପତି ଶ୍ରୀ ପ୍ରଫୁଲ୍ଲ ନାୟକ, ଦଳୀୟ ଅଧ୍ୟକ୍ଷ ଅଧ୍ୟକ୍ଷା, ସଭାପତି ତଥା ଦଳୀୟ ଜିଲ୍ଲା ନେତୃବୃନ୍ଦ ଯୋଗ ଦେଇଥିଲେ।
କେନ୍ଦ୍ର ସରକାର ହାଏ ହାଏ…
ନରେନ୍ଦ୍ର ମୋଦି ଡାଉନ୍ ଡାଉନ୍….

Leave A Reply

Your email address will not be published.