xmas

ଦମନ ଫିଲ୍ମ ଯେତେ ଆଦୃତ ସେତେ ଶ୍ରେୟ ପାଇଁ ବିବାଦ

ଦମର ନକଲି ରିଅଲ ହିରୋ ଡାକ୍ତର ଓଁକାର ମହାପାତ୍ର ବାସ୍ତବିକ ହିରୋ ଡାକ୍ତର ସନ୍ତୋଷ କୁମାର ଷଡ଼ଙ୍ଗୀ ଏବଂ ଡାକ୍ତର ଖିରୋଦ ଚନ୍ଦ୍ର ମହନ୍ତ

ବିଛିର୍ନାଞ୍ଚଳ ବାସୀଙ୍କୁ ପଚିଶ ବର୍ଷ ହେଲା ସେବା ଦେଉଥିବା ଚିତ୍ରକୋଣ୍ଡା ମେଡିକାଲର ଶ୍ରେୟରେ ନାଁ ନାହିଁ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲାରେ ଦମନ ଫିଲ୍ମ ଯେତେ ଲୋକ ମାନସରେ ଆଦୃତ ହୋଇ ହାଇଲାଇଟ ହେବାରେ ଲାଗିଛି କାର୍ଯ୍ୟରତ କର୍ମଚାରୀ ପ୍ରଶଂସା ର ଶ୍ରେୟ କୁ ନେଇ ସେତେ ବିବାଦ ଲାଗି ରହିଛି l ଦମନ ଫିଲ୍ମର ନକଲି ରିଅଲ ହିରୋ ସାଜିଥିବା ଡାକ୍ତର ଓଁକାର ହୋତାକୁ ନେଇ ଚର୍ଚ୍ଚl ଜୋର ଧରିଛି ବଡ଼ ପ୍ରଶ୍ନ ଉଠିଛି ବିଛିର୍ନାଞ୍ଚଳରେ ଡାକ୍ତର ଓଁକାର ହୋତା ଦିନେ ହେଲେବି କାମ ନକରି ଦମନ ଫିଲ୍ମକୁ ତାଙ୍କ ବାୟୋଟିକ କହି ବିବାଦ ଭିତରକୁ ଛନ୍ଦି ହୋଇ ଯାଇଛନ୍ତି l ବାସ୍ତବିକ ଭାବରେ କହିବାକୁ ଗଲେ ମେଲେରିଆ କାର୍ଯ୍ୟକ୍ରମ ଦମନରେ ଜଣେ କେହି ରିଅଲ ହିରୋ ନୁହନ୍ତି ଉକ୍ତ ଦମନ କାର୍ଯ୍ୟକ୍ରମ ସଫଳତା ହେଉଛି ଟିମୱାର୍କ l ଏଥି ପାଇଁ ଶ୍ରେୟ ପାଇବାକୁ ହକଦାର ରିଅଲିଟି ହିରୋ ମାନେ ହେଉଛନ୍ତି ପ୍ରଥମେ କୁଡୁମୁଲୁଗୁମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ସନ୍ତୋଷ କୁମାର ଷଡ଼ଙ୍ଗୀ ପରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଅଧକ୍ଷ ଡାକ୍ତର ଖିରୋଦ ଚନ୍ଦ୍ର ମହନ୍ତ, ମାଲକାନଗିରି ଅତିରିକ୍ତ ଚିକିତ୍ସା ଅଧିକାରୀ ଧନେଶ୍ୱର ମହାପାତ୍ର (ମେଲେରିଆ ବିଭାଗ ଡାକ୍ତର ), ପୂର୍ବତନ ଜାନବାଇ ସେକଟର ସୁପରଭାଇଜର ଚନ୍ଦ୍ରଶେଖର ସ୍ୱାଇଁ, ବର୍ତ୍ତମାନ ଜାନବାଇ ସେକ୍ଟର ସୁପରଭାଇଜର ଶଶାଙ୍କ ଶେଖର କର, ବିପିମ ହର ପ୍ରସାଦ ତାରିଣୀ, ଜାନବାଇ ମେଡିକାଲର ଆଟେନାଣ୍ଡ ରବି ଖରା, ଆୟୁଷ ଡାକ୍ତର ଜଗନ୍ନାଥ ପାଢ଼ୀ ଓ ଫାର୍ମାସିଷ୍ଟ ବିଜୟ ମହାରଣା, ସେତେବେଳେର ସିଡିଏମଓ ଉଦୟ ଶଙ୍କର ମିଶ୍ର,ମହିଳା ସ୍ୱାସ୍ଥ୍ୟ କର୍ମି ପ୍ରଣତି ମଣ୍ଡଳ ଓ ପୁରୁଷ ସ୍ୱାସ୍ଥ୍ୟ କର୍ମି ଅର୍ଜୁନ ଶିଶା ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଆଶା କର୍ମି, ଅଙ୍ଗନବାଡି କର୍ମି, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମି ଅତୁଳନୀୟ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦମନ କାର୍ଯ୍ୟକ୍ରମକୁ ସଫଳ କରି ଆସିଛନ୍ତି l କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ପାପୁଲୁର ମେଡିକାଲ ଡାକ୍ତର ଓଁକାର ହୋତା କାମ କରି ବିଛିର୍ନାଞ୍ଚଳକୁ ନେଇ କରାଯାଇଥିବା ଦମନ ଫିଲ୍ମରେ ସେ ନିଜେ କାମ କରୁଥିବା ନିଜ କାହାଣୀ ବାୟୋଟିକ ପ୍ରକାଶ କରିବା ଦୁର୍ଭାଗ୍ୟ ଜନକ, ଉକ୍ତ ଡାକ୍ତର ମିଥ୍ୟା ମନ୍ତବ୍ୟ ତଥା ବାହା ବାହା କରି କ୍ରେଡିଟ ନେଉଥିବା ହୋତାଙ୍କୁ ଚିତ୍ରକୋଣ୍ଡା ବିଛିର୍ନାଞ୍ଚଳ ବାସି ବିରୋଧ କରୁଛନ୍ତି l କୁଡୁମୁଲୁଗୁମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ବିଛିର୍ନାଞ୍ଚଳ ଯାଉଛି ସତ ସେମାନେ ସମସ୍ତ ସ୍ୱାସ୍ଥ୍ୟ ସେବା ସହ ସଚେତନତା କାର୍ଯ୍ୟକ୍ରମ କରିଆସୁଛନ୍ତି କିନ୍ତୁ ଆଜି କହିବାକୁ ଗଲେ ଦୀର୍ଘ ପଚିଶ ବର୍ଷ ଉର୍ଦ୍ଧ ଦିନ ହେବ ବିଛିର୍ନାଞ୍ଚଳ ବାସି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରୁ ସ୍ୱାସ୍ଥ୍ୟ ସୁବିଧା ପାଇ ଆସୁଛନ୍ତି ଆଗକୁ ପାଇବେ ମଧ୍ୟ, ପ୍ରକାଶ ଥାଉକି ସେଦିନର ଆନ୍ଧ୍ର ଓଡିଶା ସୀମାନ୍ତ ନକ୍ସଲ ଉପଦୃତ ଆଦିବାସୀ ବହୁଳ ମାଓ ପ୍ରବଣ ଉପାନ୍ତ ଆଦିମ ଅଧୁଷିତ ଅଧିବାସୀ ମାଲକାନଗିରି ଜିଲାରେ ବହୁଳ ପରିମାଣରେ ମେଲେରିଆ ବ୍ୟାପିବାକୁ ନେଇ ବିଗତ ଦିନରେ ମୁଣ୍ଡ ବିନ୍ଧା କାରଣ ପାଲଟିଥିଲା l ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶ କ୍ରମେ ମେଲେରିଆ ନିରାକରଣ ତଥା ରୋକିବାକୁ ପାଇଁ ଜିଲା ପ୍ରଶାସନ ତଥା ଜିଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଆରମ୍ଭ ହେଲା ଅଭିନଵ ପ୍ରୟାସ ଦମନ ଯାହାକୁ ସ୍ୱତନ୍ତ୍ର ଭାବରେ ଫୋକସ ରେ ନିଆଗଲା ସେଦିନର ବିଛିର୍ନାଞ୍ଚଳ ବା କଟପ ଅଞ୍ଚଳ ଯାହାକି ପାଣି ବନ୍ଦି ଭିତରେ ଥିବା ଅତି ଦୁର୍ଗମ ଇଲାକ, ଘଞ୍ଚ, ପାହାଡ଼ ପର୍ବତ ଉପରେ ବଣ ଜଙ୍ଗଲ ଭିତରେ ବାସ କରୁଥିବା ଛ ଗୋଟି ପଞ୍ଚାୟତ ଯଥା ଯୋଡ଼ାମ୍ବ, ପଣଷପୁଟ, ଅଣ୍ଡିରାପାଲି, ରାଲେଗଡ଼ା, ବଡ଼ପଡ଼ା ଓ ପାପରମେଟେଲା ପଞ୍ଚାୟତର ୧୫୧ ଗୋଟି ଗାଁ l ୨୦୧୮ ମସିହା ଜୁଲାଇ ମାସ ମୁଖ୍ୟମନ୍ତ୍ରୀ ଉକ୍ତ ଅଞ୍ଚଳକୁ ସ୍ୱାଭିମାନ ଅଞ୍ଚଳ ଘୋଷଣା କଲେ l ଅଧିକ ବଡ଼ ଓ ଜନସଂଖ୍ୟା ଥିବା ପଞ୍ଚାୟତ ଭାଗ କରି ଏବେ ନଅ ଗୋଟି ପଞ୍ଚାୟତ ବୃଦ୍ଧି ପାଇଛି ନଅ ଗୋଟି ପଞ୍ଚାୟତ ରେ ପୂର୍ବ ଛ ଗୋଟି ପଞ୍ଚାୟତ ସହିତ ଧୂଳିପୁଟ, ଗାଜୁଲୁମାମୁଡି ଓ ଯନ୍ତ୍ରୀ ପଞ୍ଚାୟତ ଆଡ଼ କରାଯାଇଛି l ୨୦୧୪ ମସିହାରେ ଉକ୍ତ ଅଞ୍ଚଳରେ ମାଲକାନଗିରି ଜିଲା ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶ କ୍ରମେ ମେଲେରିଆ ବିଭାଗୀୟ ଅଧିକାରୀ ଏଡିଏମ ଧନେଶ୍ୱର ମହାପାତ୍ରଙ୍କ ତତ୍ଵାବଧାନରେ କୁଡୁମୁଲୁଗୁମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସନ୍ତୋଷ କୁମାର ଷଡ଼ଙ୍ଗୀ ନେତୃତ୍ୱରେ ଏଣ୍ଟlର ସ୍ୱାସ୍ଥ୍ୟ ବିଭାଗ ଟିମ ଜାନବାଇ ଏବଂ ଯୋଡ଼ାମ୍ବ ସେକ୍ଟରର ଆଶା, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମି, ହେଲଥ ୟୁନିଟ, ଜାନବାଇ ମେଡିକାଲ ତଥା ଯୋଡ଼ାମ୍ବ ମେଡିକାଲରେ କାର୍ଯ୍ୟରତ କର୍ମଚାରୀଙ୍କୁ ନେଇ ଅଦ୍ୟାବଧି ମେଲେରିଆ ରୋକିବାକୁ ଚାଲିଛି ଅହରହ ପ୍ରୟାସ ଆଜି ବି ଡାକ୍ତରଙ୍କ ଠାରୁ ଆରମ୍ଭ କରି ଆଶାକର୍ମୀ ପର୍ଯ୍ୟନ୍ତ ଗାଁ ଗାଁରେ ଘରେ ମଶାରୀ ଟାଣି ଶୋଇବା ଏବଂ ମେଲେରିଆ ନିରାକରଣ ତଥ୍ୟ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ନିମନ୍ତେ ଯାକବାଜି ଯନ୍ତ୍ରରେ ନିଜେ ସଚେତନ ସହ ପ୍ରଚାର ପ୍ରସାର କରି ଆସୁଅଛନ୍ତି ଯାହା ପାଇଁ ବିଗତ ଦିନରେ ଶହେ ଭାଗ ମେଲେରିଆ ପ୍ରବଣ ବିଚିର୍ନାଞ୍ଚଳ ଏବେର ସ୍ଥିତି ପରଖିଲେ ପ୍ରାୟ ଅଶୀ ଭାଗ ମେଲେରିଆ ଲୋପ ପାଇ ଯାଇଛି ପୂର୍ବର ବିଛିର୍ନାଞ୍ଚଳ ଏବେର ସ୍ୱାଭିମାନ ଅଞ୍ଚଳ ରେ କାର୍ଯ୍ୟରତ ସ୍ୱାସ୍ଥ୍ୟ ବିଭାଗ ଟିମ ଉଦ୍ୟମରେ l ଉକ୍ତ ବିଛିର୍ନାଞ୍ଚଳର ଦୁର୍ଗମ ଆଦିମ ଆଦିବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସ୍ଥିତି ଜରୁରୀ ସମାଧାନର ଉପାୟ , ମେଲେରିଆ ବ୍ୟାପକତାକୁ ରୋକିବା, ଅନ୍ଧ ବିଶ୍ୱାସ ଦୂରୀକରଣ, ମାଓବାଦୀଙ୍କ ଭୟ ତଥା ମାଓ ଧମକରେ ସଫଳତା ଏଇଭଳି ବିଛିର୍ନାଞ୍ଚଳ ସ୍ଥିତି ତଥା କଥା ବସ୍ତୁକୁ ନେଇ ନିର୍ମିତ ଫିଲିମ ଦମନ ଯାହା ସ୍ୱତନ୍ତ୍ର ଧୂଳିପୁଟ ପଞ୍ଚାୟତର ଦୁର୍ଗମ ଅଞ୍ଚଳ ତଥା ଜାନବାଇ ମେଡିକାଲର ସ୍ୱାସ୍ଥ୍ୟ ସେବା, ଧୂଳିପୁଟର ଘୋଡ଼ାକୁ ବ୍ୟବହୃତ ହୋଇ କରାଯାଇଛି l ଯାହାକି ଆଜି ଜନସାଧାରଣଙ୍କ ପାଖରେ ଆଦୃତ ହୋଇଛି ଜନସାଧାରଣ ଦେଖିବା ପାଇଁ ଅଧିକରୁ ଅଧିକ ଭିଡ଼ ଲାଗିଛନ୍ତି ଓଡିଶା ସରକାର ଉକ୍ତ ଦମନ ଭୀଲ୍ମ କୁ କର ଦେୟ ମୁକ୍ତ ଘୋଷଣା କରିଛନ୍ତି l ସେଦିନର ଆନ୍ଧ୍ର ଓଡିଶା ସୀମାନ୍ତ ନକ୍ସଲ ଉପଦୃତ ଆଦିବାସୀ ବହୁଳ ମାଓ ପ୍ରବଣ ଉପାନ୍ତ ଆଦିମ ଅଧୁଷିତ ଅଧିବାସୀ ମାଲକାନଗିରି ଜିଲାରେ ବହୁଳ ପରିମାଣରେ ମେଲେରିଆ ବ୍ୟାପିବାକୁ ନେଇ ବିଗତ ଦିନରେ ମୁଣ୍ଡ ବିନ୍ଧା କାରଣ ପାଲଟିଥିଲା l ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶ କ୍ରମେ ମେଲେରିଆ ନିରାକରଣ ତଥା ରୋକିବାକୁ ପାଇଁ ଜିଲା ପ୍ରଶାସନ ତଥା ଜିଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଆରମ୍ଭ ହେଲା ଅଭିନଵ ପ୍ରୟାସ ଦମନ ଯାହାକୁ ସ୍ୱତନ୍ତ୍ର ଭାବରେ ଫୋକସ ରେ ନିଆଗଲା ସେଦିନର ବିଛିର୍ନାଞ୍ଚଳ ବା କଟପ ଅଞ୍ଚଳ ଯାହାକି ପାଣି ବନ୍ଦି ଭିତରେ ଥିବା ଅତି ଦୁର୍ଗମ ଇଲାକ,ଘଞ୍ଚ,ପାହାଡ଼ ପର୍ବତ ଉପରେ ବଣ ଜଙ୍ଗଲ ଭିତରେ ବାସ କରୁଥିବା ଛ ଗୋଟି ପଞ୍ଚାୟତ ଯଥା ଯୋଡ଼ାମ୍ବ, ପଣଷପୁଟ, ଅଣ୍ଡିରାପାଲି, ରାଲେଗଡ଼ା, ବଡ଼ପଡ଼ା ଓ ପାପରମେଟେଲା ପଞ୍ଚାୟତର ୧୫୧ ଗୋଟି ଗାଁ l ୨୦୧୮ ମସିହା ଜୁଲାଇ ମାସ ମୁଖ୍ୟମନ୍ତ୍ରୀ ଉକ୍ତ ଅଞ୍ଚଳ କୁ ସ୍ୱାଭିମାନ ଅଞ୍ଚଳ ଘୋଷଣା କଲେ l ଅଧିକ ବଡ଼ ଓ ଜନସଂଖ୍ୟା ଥିବା ପଞ୍ଚାୟତ ଭାଗ କରି ଏବେ ନଅ ଗୋଟି ପଞ୍ଚାୟତ ବୃଦ୍ଧି ପାଇଛି ନଅ ଗୋଟି ପଞ୍ଚାୟତ ରେ ପୂର୍ବ ଛ ଗୋଟି ପଞ୍ଚାୟତ ସହିତ ଧୂଳିପୁଟ, ଗାଜୁଲୁମାମୁଡି ଓ ଯନ୍ତ୍ରୀ ପଞ୍ଚାୟତ ଆଡ଼ କରାଯାଇଛି l 2014 ମସିହାରେ ଉକ୍ତ ଅଞ୍ଚଳରେ ମାଲକାନଗିରି ଜିଲା ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶ କ୍ରମେ ମେଲେରିଆ ବିଭାଗୀୟ ଅଧିକାରୀ ଏଡିଏମ ଧନେଶ୍ୱର ମହାପାତ୍ର ଙ୍କ ତତ୍ଵାବଧାନରେ କୁଡୁମୁଲୁଗୁମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସନ୍ତୋଷ କୁମାର ଷଡ଼ଙ୍ଗୀ ନେତୃତ୍ୱରେ ଏଣ୍ଟlର ସ୍ୱାସ୍ଥ୍ୟ ବିଭାଗ ଟିମ ଜାନବାଇ ଏବଂ ଯୋଡ଼ାମ୍ବ ସେକ୍ଟର ର ଆଶା, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମି,ହେଲଥ ୟୁନିଟ,ଜାନବାଇ ମେଡିକାଲ ତଥା ଯୋଡ଼ାମ୍ବ ମେଡିକାଲରେ କାର୍ଯ୍ୟରତ କର୍ମଚାରୀଙ୍କୁ ନେଇ ଅଦ୍ୟାବଧି ମେଲେରିଆ ରୋକିବାକୁ ଚାଲିଛି ଅହରହ ପ୍ରୟାସ ଆଜି ବି ଡାକ୍ତରଙ୍କ ଠାରୁ ଆରମ୍ଭ କରି ଆଶାକର୍ମୀ ପର୍ଯ୍ୟନ୍ତ ଗାଁ ଗାଁରେ ଘରେ ମଶାରୀ ଟାଣି ଶୋଇବା ଏବଂ ମେଲେରିଆ ନିରାକରଣ ତଥ୍ୟ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ନିମନ୍ତେ ଯାକବାଜି ଯନ୍ତ୍ରରେ ନିଜେ ସଚେତନ ସହ ପ୍ରଚାର ପ୍ରସାର କରି ଆସୁଅଛନ୍ତି ଯାହା ପାଇଁ ବିଗତ ଦିନରେ ଶହେ ଭାଗ ମେଲେରିଆ ପ୍ରବଣ ବିଚିର୍ନାଞ୍ଚଳ ଏବେର ସ୍ଥିତି ପରଖିଲେ ପ୍ରାୟ ଅଶୀ ଭାଗ ମେଲେରିଆ ଲୋପ ପାଇ ଯାଇଛି ପୂର୍ବର ବିଛିର୍ନାଞ୍ଚଳ ଏବେର ସ୍ୱାଭିମାନ ଅଞ୍ଚଳ ରେ କାର୍ଯ୍ୟରତ ସ୍ୱାସ୍ଥ୍ୟ ବିଭାଗ ଟିମ ଉଦ୍ୟମରେ l ଉକ୍ତ ବିଛିର୍ନାଞ୍ଚଳର ଦୁର୍ଗମ ଆଦିମ ଆଦିବାସୀ ଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସ୍ଥିତି ଜରୁରୀ ସମାଧାନ ର ଉପାୟ , ମେଲେରିଆ ବ୍ୟାପକତା କୁ ରୋକିବା ,ଅନ୍ଧ ବିଶ୍ୱାସ ଦୂରୀକରଣ, ମାଓ ବାଦୀ ଙ୍କ ଭୟ ତଥା ମାଓ ଧମକରେ ସଫଳତା ଏଇଭଳି ବିଛିର୍ନାଞ୍ଚଳ ସ୍ଥିତି ତଥା କଥା ବସ୍ତୁ କୁ ନେଇ ନିର୍ମିତ ଫିଲ୍ମ ଦମନ ଯାହା ସ୍ୱତନ୍ତ୍ର ଧୂଳିପୁଟ ପଞ୍ଚାୟତ ର ଦୁର୍ଗମ ଅଞ୍ଚଳ ତଥା ଜାନବାଇ ମେଡିକାଲ ର ସ୍ୱାସ୍ଥ୍ୟ ସେବା,ଧୂଳିପୁଟ ର ଘୋଡ଼ା କୁ ବ୍ୟବହୃତ ହୋଇ କରାଯାଇଛି l ଯାହାକି ଆଜି ଜନସାଧାରଣ ଙ୍କ ପାଖରେ ଆଦୃତ ହୋଇଛି ଜନସାଧାରଣ ଦେଖିବା ପାଇଁ ଅଧିକରୁ ଅଧିକ ଭିଡ଼ ଲାଗିଛନ୍ତି ସରକାର ଉକ୍ତ ଦମନ ଫିଲ୍ମକୁ କର ଦେୟ ମୁକ୍ତ ଘୋଷଣା କରିଛନ୍ତି l ଦମନ ରେ କୌଣସି ଭୁଲ ତ୍ରୁଟି ବଶତଃ ଡାକ୍ତର ଓଁକାର ହୋତାଙ୍କୁ ଆଗକୁ ଅଣାଯାଇଛି ଅବିଳମ୍ବେ ପ୍ରଶାସନ ତଥା ସରକାର ମେଲେରିଆ ନିରାକରଣ ଦମନ କାର୍ଯ୍ୟକ୍ରମ ନିମନ୍ତେ ଡାକ୍ତର ସନ୍ତୋଷ ଷଡ଼ଙ୍ଗୀ ଏବଂ ଡାକ୍ତର ଖିରୋଦ ମହନ୍ତକୁ ଆଗକୁ ଆଣିବାକୁ ବିଛିର୍ନାଞ୍ଚଳ ତଥା ସ୍ୱାଭିମାନ ଅଞ୍ଚଳବାସି ଦାବି କରିଛନ୍ତି l

Leave A Reply

Your email address will not be published.