xmas

ଦିବ୍ୟାଙ୍ଗ ଛାତ୍ର, ଛାତ୍ରୀ ଓ ଅଭିଭାବକଙ୍କ ସ୍ୱାଭିମାନ ଅଞ୍ଚଳ ପରିଭ୍ରମଣ

ପଡିଆ: ପଡିଆ ବ୍ଲକ ରୁ ଦିବ୍ୟାଙ୍ଗ ଛାତ୍ର, ଛାତ୍ରୀ ଓ ପରିଭ୍ରମଣ କରିଥିଲେ l ଏଥିରେ ୧୦୦ରୁ ଉର୍ଦ୍ଧ ଦିବ୍ୟାଙ୍ଗ ଛାତ୍ର, ଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ l ଦିବ୍ୟାଙ୍ଗ ଛାତ୍ର, ଛାତ୍ରୀଙ୍କ ଦାୟିତ୍ୱ BRP ଭୈରବ ନନ୍ଦ ଦାସ ବହନ କରିଥିଲେ l ଏହି ପରିଭ୍ରମଣରେ ପଡିଆ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଅସଭ ରଞ୍ଜନ ମାଲି, ବ୍ଲକ ସହ କାରି ଶିକ୍ଷାଧିକାରୀ, ମଧୁସୂଦନ ରାଓ, ଏ ସତ୍ୟନାରାୟଣ, CRCC ତଣ୍ଡାବାଇ ସମସ୍ତେ ମିଶି ଦିବ୍ୟାଙ୍ଗ ଛାତ୍ର, ଛାତ୍ରୀଙ୍କୁ ପରିଭ୍ରମଣ କରାଇଥିଲେ l ମୁଖ୍ୟ ଅତିଥି ଗୁମା ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ଯୋଗ ଦେଇଥିଲେ l ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଓ ଅଭିଭାବକ ସ୍ୱାଭିମାନ ଅଞ୍ଚଳ ପରିଭ୍ରମଣ କରି ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ l

Leave A Reply

Your email address will not be published.