ପିଏଚଡି ଓ ଜନତା ମୁହାଁ ମୁହିଁ

ଆଜି ୦୫ନ ୱାର୍ଡ ରେ ପି ଏଚ ଡି ର କିଛି ଷ୍ଟାଫ ଆସି ରାସ୍ତା କଡରେ ଥିବା ପ୍ଲାଷ୍ଟିକ ପାଣିଟାଙ୍କି ଟିକୁକନେକ୍ସନ କାଟି ଉଠାଇ ନେଉଥିବା ବେଳେ ତାକୁ ଗ୍ରାମର ସମ୍ପାଦକ ଶ୍ରୀ ଦେବେନ୍ଦ୍ର ପତି ଓ ଶବର ସାହିର ଯୁବକସଂଘ, ନରହରି ନାୟକ ,କାଳନ୍ଦୀ ନାୟକ, ଆରତ ରାଉଳ, ସୁନିତା ପତି ଓ କିଛି ମହିଳା ଏକଜୁଟ ହୋଇ ପ୍ରତିବାଦ କରିଥିଲୁ । ପ୍ରତିବାଦ କରିବାରୁ ସେମାନେ କହିଲେ ଆମକୁ ପି ଏଚ ଡି ଜେଇ ପଠାଇ ଛନ୍ତି ।ଜେଇଙ୍କ ସଙ୍ଗେ ବହୁତ ପାଟି ତୁଣ୍ଡ ହେଲା ।

ଯେତେବେଳେ ପାଣିପାଇଁ ଲୋକମାନେ ହନ୍ତ ସନ୍ତ ହେଉଛନ୍ତି ସେହି ସମୟରେ କନେକ୍ସନ କାଟୁଛନ୍ତି ଏହା ବଡ ଲଜ୍ୟାର କଥା । ତା’ପରେ ସେମାନେ ପୁଣି ଟାଙ୍କି ବସାଇ ପାଣି କନେକ୍ସନ ଦେଲେ।ସେହି ବାଟରେ ପ୍ରତିଦିନ ବହୁସଂଖ୍ୟାରେ ଶ୍ରମିକ ଓ ବାଟୋଇ ମାନେ ସେଠାରୁ ପାଣି ମୁନ୍ଦେ ପାଇପାରୁଛନ୍ତି ।ଏହା କଣ ତାଙ୍କୁ ଦେଖାଗଲାନି?

Leave A Reply

Your email address will not be published.