କଟକ,(ନୃସିଂହ ଚରଣ ଦାସ ) :ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ କରକମଳରେ ନିଶ୍ଚିନ୍ତକୋଇଲି ବ୍ଲକର ୨୫ ଜଣ ଦିବ୍ୟାଙ୍ଗଙ୍କୁ ସ୍ବୟଂ ଚାଳିତ ଟ୍ରାଇ ମୋଟର ସାଇକେଲ ବିତରଣ କରାଯାଇଛି ଓ ପରେ ପରେ ତରତ ପଞ୍ଚାୟତ ଯଂଜ୍ଞରେ ଯୋଗଦାନ କରିବା ସହିତ ମଧ୍ୟ୍ୟ ଅନ୍ୟ କିଛି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ମାନ୍ୟବର ବିଧାୟକ ଏବଂ ପରିଶେଷରେ ବୁହାଳୋ ପଞ୍ଚାୟତର ନଈ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଘରକୁ ଯାଇଥିଲେ ଓ ତାପରେ ବାଲୁଙ୍କେଶ୍ୱର ଯଂଜ୍ଞରେ ମଧ୍ୟ ଉପସ୍ଥିତ ରହି ବିଭୁ କୃପା ଲାଭ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post