ଭୁବନେଶ୍ବର, (ଗାଁରୁ ସହର): ପ୍ରାଇମ ଆଗ୍ରୋ ଫୁଡ଼ ପ୍ରୋସେଶିଙ୍ଗ କମ୍ପାନୀର ପ୍ରସ୍ତୁତ ପ୍ରାୟ ୨୫୦ ପ୍ରକାର ଦୈନଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ( ଚୂଲି ମୁଣ୍ଡରୁ ଆରମ୍ଭ କରି ଖନ୍ଦାଶାଳ, ବିବାହ ଭୋଜି, ଏକାଦଶାହ ଭୋଜି, ରୋଷେଇ ଘର ଏପରିକି ଧାର୍ମିକ କାର୍ଯ୍ୟକ୍ରମ ସହ ଭୋଜି ଆଦି ମେଳା ମହୋତ୍ସବ ଯାନୀ ଯାତ୍ରା ଆଦି ସବୁଠି ) କିଭଳି ଓ କେଉଁ ପରିବେଶରେ ପ୍ରସ୍ତୁତ ହେଉଛି, ତାହାର ପାରିପାର୍ଶ୍ବିକ ଚିତ୍ର ଛାତି ଦୋହଲାଇ ଦେଉଛି l ବିଶ୍ଵାସରେ ବିଷ ଦେଉ ଥିବା ପ୍ରାଇମ ଆଗ୍ରୋ ଫୁଡ଼ ପ୍ରୋସେଶିଙ୍ଗ ପ୍ରାଇଭେଟ ଲିମିଟେଡ଼ ସୁପରିଅର୍ କ୍ୱାଲିଟୀ ପ୍ରଡକ୍ଟ ଦେଉଥିବାର ପ୍ରଚାର କରୁଥିବା ବେଳେ ପ୍ରସ୍ତୁତିରୁ ନିର୍ଗତ ଚିଜ ଦେଖି ଅକଲ ଗୁଡୁମ୍ ହେବା ସ୍ବାଭାବିକ l ପରିତ୍ୟକ୍ତ ପରିବେଶରେ ପ୍ରସ୍ତୁତ ସାମଗ୍ରୀ ଓଡ଼ିଶା ରାଜ୍ୟ ସମେତ ବାହାର ରାଜ୍ୟକୁ ଚାଲାଣ ହେଉଛି l ବିଶେଷ କରି ବିବାହ ଭୋଜି ଆଦିରେ ପ୍ରାଇମ ଆଗ୍ରୋ ଫୁଡ଼ ପ୍ରୋସେଶିଙ୍ଗରେ ପ୍ରସ୍ତୁତ ମସଲା ବିଷାକ୍ତ ହୋଇପଡ଼ୁଛି l ବ୍ରାଣ୍ଡ ମସଲା କମ୍ପାନୀ ସାମଗ୍ରୀ ଠାରୁ ଟିକେ ଶସ୍ତା ହେତୁ ପ୍ରାଇମ ଲୋକଙ୍କ ବିଶ୍ଵାସରେ ବିଷ ଭରିଦେଇ ଚାଲିଛି l ଚିତ୍ରରେ ଦେଖନ୍ତୁ…….
Sign in
Sign in
Recover your password.
A password will be e-mailed to you.