ମାଲକାନଗିରି: ମାଲକାନଗିରି ଜିଲ୍ଲା ପରିଷଦ ସମିଳନୀ କକ୍ଷରେ ପାଞ୍ଚଦଶ ଅର୍ଥ ଆୟୋଗ ଯୋଜନାର ସମୀକ୍ଷା ନିମନ୍ତେ ଦକ୍ଷତା ଭିତ୍ତିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ ଗ୍ରାମ୍ୟ ସମ୍ବଳ କର୍ମୀ ଓ ୭ଟି ବ୍ଲକ ର ବ୍ଲକ ସାମାଜିକ ସମୀକ୍ଷକ ଉପସ୍ଥିତ ରହିଥିଲେ। ଜିଲ୍ଲା ସାମାଜିକ ସମୀକ୍ଷକ ସୁବ୍ରତ କୁମାର ସାମଲ, ପାଞ୍ଚଦଶ ଅର୍ଥ କମିଶନର ଡିପିଏମ ଅଶୋକ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ । ଜିଲ୍ଲାରେ କିଭଳି ଭାବେ ଏହି ଯୋଜନାର ସମୀକ୍ଷା କରାଯିବ ସେ ସମ୍ବନ୍ଧରେ ତାଲିମ ଦିଆ ହୋଇଥିଲା
Sign in
Sign in
Recover your password.
A password will be e-mailed to you.
Prev Post