ଚିତ୍ରକୋଣ୍ଡା: ଆଜି ଚିତ୍ରକୋଣ୍ଡା ବ୍ଲକର ଚିତ୍ରକୋଣ୍ଡା ଶିବ ମନ୍ଦିର ଠାରେ ଶୁଭେଚ୍ଛା ସମାବେଶ ବାର୍ତ୍ତା ସଭା ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବାକା, ମାଲକାନଗିରି ଜିଲ୍ଲା ଅଧ୍ୟକ୍ଷ ଶ୍ରୀମତି ସମାରି ଟାଙ୍ଗୁଲୁ, ଚିତ୍ରକୋଣ୍ଡା ବ୍ଲକ୍ ଅଧ୍ୟକ୍ଷ ଶୁଶ୍ରୀ ରାଜେଶୂରି ଖିଲ, ରାଲେଗାଡ଼ା ସରପଞ୍ଚ କମୁଲୁ ହନ୍ତାଲ, ଚିତ୍ରକୋଣ୍ଡା ବ୍ଲକ୍ ପର୍ଯ୍ୟବେକ୍ଷକ ବିଯିତ୍ ସିଂଙ୍ଗ, ଏବଂ ଚିତ୍ରକୋଣ୍ଡା ବ୍ଲକ୍ ୧୮ ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ସରପଞ୍ଚ ସମିତି ସଭ୍ୟ, ଯୁବ ଛାତ୍ର , ଏବଂ ସମସ୍ତ ଲୋକ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ । ୩ ଗୋଟି ସେତୁ ନିର୍ମାଣ ପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନ ସାର୍ ଏବଂ ଵୋବୀ ସାରଙ୍କୁ ଚିତ୍ରକୋଣ୍ଡା ବ୍ଲକର ସମସ୍ତ ଜନ ସାଧାରଣ ଧନ୍ୟବାଦ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post