ମାଲକାନଗିରି: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଦେଇ ଯାଇଥିବା ବାଲିମେଳା ଜଳଭଣ୍ଡାରର ସ୍ବାଭିମାନ ଅଞ୍ଚଳ ପଲସିପଦର ଘାଟରେ ବୁଡ଼ି ଆମୋ ଅନ୍ଦରାପାଲୀ ସମିତି ସଭ୍ୟ ଜଗନାଥ ମୁଦୁଲିଙ୍କ ବଡ଼ ଭାଇ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାମଗୁଡ଼ା ଗ୍ରାମର ବାସିନ୍ଦା ରାମଚନ୍ଦ୍ର ମୁଦୁଲ(୪୭) ନିକଟସ୍ଥ ଯୋଡ଼ାମ୍ବ ପଞ୍ଚାୟତ ଦରଲାବେଡା ହାଟକୁ ଯାଇଥିଲେ। ହାଟରୁ କାମ ସାରି ଡଙ୍ଗାରେ ବସି ଫେରିବା ବେଳେ ଗତ ଶନିବାର ଦିନ ୪ ଟାରେ ଅଘଟଣ ଘଟି ରାମଚନ୍ଦ୍ର ପ୍ରାଣ ହରେଇଛନ୍ତି । ଆଜି ଦିନ ୧ ଘଟିକାରେ ଅଗ୍ନିଶ୍ରମ ବିଭାଗ ବାହାର କରିଲେ । ଏହି ଘଡ଼ ଘଡି ମୁହୂର୍ତ୍ତରେ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାର ସଦସ୍ୟଙ୍କୁ ଅସୀମ ଶକ୍ତି ପ୍ରଦାନ କରନ୍ତୁ ।
Sign in
Sign in
Recover your password.
A password will be e-mailed to you.
Next Post