ଆମ ସମ୍ବଳ କାର୍ଯ୍ୟାଳୟରେ ସରସ୍ଵତୀ ପୂଜା

କଟକ: ସାମାଜିକ ସଂଗଠନ ଆମ ସମ୍ବଳ କାର୍ଯ୍ୟାଳୟ ପରିସରରେ ମା’ ସରସ୍ବତୀଙ୍କ ପୂଜା ମହାଆଡମ୍ବରରେ ପାଳନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନ ସଭାପତି ଡକ୍ଟର ସୁଶାନ୍ତ କୁମାର ମହାପାତ୍ର, ସମ୍ପାଦକ ମାନସ ରଂଜନ ପରିଡ଼ା, ଯୁଗ୍ମ ସମ୍ପାଦକ ମହାଶିଷ ତରାଇ, ବରିଷ୍ଠ ସଦସ୍ୟ ନିଳାଦ୍ରୀ ଦାସ, ଲକ୍ଷ୍ମୀଧର ଦାସ, ବିଚିତ୍ରନାଥ ବେହେରା, ଦୀପକ କୁମାର ମଲ୍ଲିକ, କୋଷାଧ୍ୟକ୍ଷା ପ୍ରଭାସିନୀ ଜେନା, ବରିଷ୍ଠ ସଦସ୍ୟା ଗୀତାଞ୍ଜଳି ମିଶ୍ର, ମହାରାଣୀ ସ୍ବାଇଁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଏବଂ ଅନୁଷ୍ଠାନର ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.