mobile header

ଚିଲିକାରେ ଡଙ୍ଗା ବୁଡ଼ି: ଜଣେ ନିଖୋଜ, ୧୦ ଉଦ୍ଧାର

ବାଲୁଗାଁ: ଚିଲିକାରେ ବୁଡ଼ିଲା ଡଙ୍ଗା, ଜଣେ ନିଖୋଜ, ୧୦ ଉଦ୍ଧାର। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଚିଲିକାରେ ବୁଡ଼ିଲା ଡଙ୍ଗା। କାଳିଜାଇରୁ ଫେରିବାବେଳେ କାଳବୈଶାଖୀ ଝଡ଼ ଯୋଗୁ ଅଘଟଣ ଘଟିଲା। ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସମେତ ୧୧ଜଣ ଯାତ୍ରୀ ଥିଲେ। ଲାଇଫ ଜାକେଟ ପିନ୍ଧିଥିବାରୁ ୮ ପର୍ଯ୍ୟଟକଙ୍କ ସମେତ ୨ ଯାତ୍ରୀ ବର୍ତ୍ତି ଯାଇଛନ୍ତି। ତେବେ ଡଙ୍ଗାଟି ବୁଡ଼ି ଯିବାରୁ ଜଣେ ନିଖୋଜ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.