ବୌଦ୍ଧ କୋର୍ଟ ରୁ କେସ ଫାଇଲ ଚୋରି…

ଅଭିଯୁକ୍ତ ଙ୍କୁ 6000ଟଙ୍କା ଜୋରିମାନା ସହିତ 7ବର୍ଷ ଜେଲ ଦଣ୍ଡlଦେଶ……

ବୌଦ୍ଧ :20/05. ବୌଦ୍ଧ ଜିଲ୍ଲା କୋର୍ଟ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା!କୋର୍ଟ କର୍ମଚାରୀ ଙ୍କ ସାହିତ ମିଶି କୋର୍ଟ ଭିତରୁ କେସ ଫାଇଲ ଚୋରି ଘଟଣା ଆଜି ଜିଲ୍ଲା ସାରା ଚହଳ ପଡିଛି!ସୂଚନା ଅନୁଯାଇ ଏକ ସ୍ପେଶାଲ କେସ ଫାଇଲ କେସ ନଂ 4/2018(POSCO )ବିଚାର ଧୀନ ଥିବା ଫାଇଲ ମିଳିନଥିଲା!ଫଳରେ ବୌଦ୍ଧ ଥାନାରେ ଏହାକୁ ନେଇ ଏକ କେସ ଦାଏର କରାଯାଇଥିଲା!ଏସ ଡ଼ି ପି ଓ ଆନନ୍ଦ ବର୍ଦ୍ଧନ ଗୁରୁ ଙ୍କ ତତ୍ଵାବଧାନରେ ତଦନ୍ତ ଚାଲିଥିବା ବେଳେ ତ୍ରିଜିତ ସିଂ ଓ କୋର୍ଟ ପିଅନ ରାଜେନ୍ଦ୍ର ପ୍ରଧାନ ଏହି ଫାଇଲ ଚୋରି ରେ ସାମିଲ ଥିବା ଜାଣି ଉଭୟ ଅଭିଯୁକ୍ତ ଙ୍କୁ 17/05/2022u/s381/201/120(B)ipc ଧାରରେ କୋର୍ଟ ଚାଲାଣ କରାଯାଇଛି!120ଦୀନ ଭିତରେ ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ରେ ବିଚାର କରି ଉଭୟ ଅଭିଯୁକ୍ତ ଙ୍କୁ 7ବର୍ଷ ଜେଲ ଦଣ୍ଡଦେଶ ସହିତ 6000ଲେଖାଁ ଏଁ ଜୋରିମାନା ର ନିର୍ଦ୍ଧେଶ ଦେଇଛନ୍ତି!

Leave A Reply

Your email address will not be published.