କେ ବି ପି କ୍ରିକେଟ ଟର୍ଣ୍ଣ।ମେଣ୍ଟ ଉଦଯାପିତ


ମାଲକାନଗିରି:ମାଲକାନଗିରି ସଦର ମହକୁମା ତଳସ।ହି କ୍ରିକେଟ ପଡିଆ ଠାରେ କେ ବି ପି କ୍ରିକେଟ ଟର୍ଣ।ମେଣ୍ଟ ର ଉଦଯାପନ ହୋଇଯାଇଛି ।ଏହି ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ପୌରପରିଷଦ ଉପ।ଦ୍ଧକ୍ଷ। କବିତା ମାହୁନ୍ତ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ଶିକ୍ଷାବିତ୍ ତଥା ସମାଜ ସେବୀ ସିମ।ଞ୍ଚଳ ପଣ୍ଡା,ସମାଜ ସେବୀ ଦିନ ବନ୍ଧୁ ପାଟଲି ଏବଂ କାଉନସିଲର ପେଣ୍ଡରା ପ୍ରସାଦ ପଣ୍ଡା ଯୋଗ ଦେଇଥିଲେ ।ଫାଇନାଲ ମ୍ୟାଚ ରେ ସନ୍ତୋଷ୧୧ ସହ କୋରୁକୋଣ୍ଡା ୱାରିଅର୍ ମଧ୍ୟରେ କ୍ରିକେଟ ମ୍ୟାଚ୍ ହୋଇଥିଲା ।ଏଥିରେ ସନ୍ତୋଷ ୧୧ ବିଜୟ ଲାଭ କରିଥିବା ବେଳେ ରୋନର ଅପ ତଥା ଉପ ବିଜେତା ଭାବରେ କରୁକୋଣ୍ଡା ୱାରିଓର ହୋଇଥିଲେ ।ବିଜେତା କୁ ୩୫ହଜାର ଟଙ୍କା ନଗଦ ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉପ ବିଜେତା କୁ ୨୫ ହଜାର ଟଙ୍କା ନଗଦ ସହ ଟ୍ରଫି ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।ଏହି ଟର୍ଣା ମେଣ୍ଟ ୮ ଦିନ ଧରି ଚାଲିଲା ।ଏଥିରେ ୧୬ ଟି ଟିମ୍ ଭାଗ ନେଇଥିଲେ । ଏହି ଟୋର୍ଣ୍ଣ।ମେଣ୍ଟ ରେ ବେଷ୍ଟ୍ ପ୍ଲାୟର,ମ୍ୟାନ ଅଫ ଦି ମ୍ୟାଚ୍,ମ୍ୟାନ ଅଫ ସିରିଜ ମଧ୍ୟ ଘୋଷୋଣ। କରାଯାଇ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି ଟର୍ଣ୍ଣ।ମେଣ୍ଟ ର ଆୟୋଜନ ରେ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ ବହୁ ସହାୟତା କରିଥିବା ରୁ ଟର୍ଣ୍ଣ।ମେଣ୍ଟ ଆୟୋଜକ କମିଟି ପୋକ୍ଷ ରୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.