ଅନ୍ଧାରୁଆ ଭିକ୍ଷୁକ ନିଷ୍ପେସିତ ଓ ମାନସିକ ରୋଗୀ ଥଇଥାନ କେନ୍ଦ୍ର ରେ ହସ ଫୁଟାଇ ଲେ

ଭୁବନେଶ୍ଵର:- ରବିବାର july 10 ରେ ଅନ୍ଧାରୁଆ, ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆ ନିକଟରେ ଦୟନୀୟ ଅବସ୍ଥାରେ ଥିବା୯0 ରୁ ଅଧିକ ଏକ ଭିକ୍ଷୁକ, ପରିବାର ରୁ ନିଷ୍ପେସିତ ଓ ମାନସିକ ରୋଗୀ ମାନଙ୍କ ଥଇଥାନ କେନ୍ଦ୍ର ରେ ରହୁଥିବା ଅସହାୟ ଲୋକ ମାନଙ୍କୁ, ନଡ଼ିଆ ତେଲ, ସାବୁନ ,surf paste, suji 50 kg, sugar, dal ,oil , biscuits, ଓ ପୁରୁଣା ବସ୍ତ୍ର ସହିତ ମିଷ୍ଟାନ୍ନ ବାଣ୍ଟି ତାଙ୍କ ମୁଁହରେ ହସ ଫୁଟେଇବାର ଆମ ସାମଜିକ ପରିବାର SAHAJYA Hope of Life Charitable Trust ର ଛୋଟିଆ ପ୍ରୟାସ ।ଏଥିସହିତ ସଂଗଠନ ର ସଦସ୍ୟ ମାନଙ୍କ ର ଏକ ମିଳିତ ବୈଠକ ଯାଆଁଳା ଠାରେ ଅନୁଷ୍ଠିତ ହୋଇଥିଲା

Leave A Reply

Your email address will not be published.