xmas

କୋଟପାଡ଼ ରୁ କଟକ କୁ ଘରୋଇ ବସ ର ଶୁଭାରମ୍ଭ ଆଜି

କୋଟପାଡ ସହର ରେ ଆଜି ନୂତନ ଭାବରେ କଟକ କୁ ନୂତନ ଘରୋଇ ବସ ର ଶୁଭାରମ୍ଭ ହୋଇଛି ,ଏହି କାର୍ଯ୍ୟକ୍ରମ ରେ ଏନଏସି ଅଧ୍ୟକ୍ଷ ଏମ,ଶଙ୍କର ରାଓ, ଘରୋଇ ବସ ସଂଘ ର ସଭାପତି ପଙ୍କଜ କୁମାର ପାତ୍ର, ଓକିଲ ସଂଘ ର ସଭାପତି ମଣି ପ୍ରସାଦ ପଟ୍ଟନାୟକ,ଘରୋଇ ସଂଘ ସମ୍ପାଦକ ଗୁପ୍ତ କୈଳାଶ ମହାନ୍ତି, ଗୋପବନ୍ଧୁ ପାଠାଗାର ସଭାପତି ଗଣେଶ ପଣ୍ଡା, ପ୍ରେସ କ୍ଲବ ସମ୍ପାଦକ ଶଙ୍କର ପଣ୍ଡା,ବସ ୟୁନିଅନ କର୍ମକର୍ତ୍ତା ବଇଁଶୀ ମିଶ୍ର,ସୁବାସ ନାୟକ, ରାମ ମାଝୀ,ଈଶ୍ୱର ରାଓ ରସ୍ତୁ ଭତ୍ରା,ଲମ୍ବୁ ରାଓ, ସାନୋ ସ୍ୱାଇଁ ,ପ୍ରତୀକ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଅଧ୍ୟକ୍ଷ କୋଟପାଡ଼ ରିବନ କାଟି ଶୁଭାରମ୍ଭ କରିଥିଲେ, ଏହା କୋଟପାଡ଼ ରୁ ସନ୍ଧ୍ୟା ୭”୩୦ ମିନିଟ ରେ ବାହାରି କଟକ ରେ ସକାଳ ୮ରେ ପହଞ୍ଚି କଟକ ରୁ ୬ଟା ଏବଂ ଭୁବନେଶ୍ଵର ରେ ସନ୍ଧ୍ୟା ୭,୧୫ ରେ ବରମୁଣ୍ଡା ଟାଟା ମୋଟର୍ସ ନିକଟରୁ ବାହାରିବ,

Leave A Reply

Your email address will not be published.