xmas

ସ୍କ୍ବାଶ ଓ ଜୁଡୋରେ ଭାରତକୁ ପଦକ ; ପଦକ ତାଲିକାର ଷଷ୍ଠ ସ୍ଥାନରେ ଭାରତ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡାରେ ବୁଧବାର ଭାରତ କ୍ରମାଗତ ୨ଟି ପଦକ ହାସଲ କରିଛି । ସ୍କ୍ବାଶ ଏବଂ ଜୁଡୋରେ ଭାରତ ୨ଟି ପଦକ ବିଜୟୀ ହୋଇଛି। ସ୍କ୍ବାଶରେ ସୌରଭ ଘୋଷାଲ ବୋଞ୍ଜ ପଦକ ଜିତିଛନ୍ତି।

ସେହିପରି ଜୁଡୋରେ ଭାରତ ରୌପ୍ୟ ପଦକ ଜିତିଛି । ୭୮ କେଜି ବର୍ଗରେ ତୁଲିକା ମାନ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି।

Leave A Reply

Your email address will not be published.