mobile header

ଶ୍ରରାମ ମନ୍ଦିରରୁ ମୂର୍ତ୍ତି ଚୋରି

ବରଗଡ଼ ସହରର ୱାର୍ଡ ନଂ-୧୯ ବ୍ରହ୍ମ ବିହାର (ଗୋରୁ ମାର୍କେଟ)ସ୍ଥିତ ଶ୍ରରାମ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଥିବାର ଖବର ମିଳିଛି। ଏଠାରେ ଗତକାଲି ବିଳମ୍ବିତ ରାତ୍ରିରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ପିତ୍ତଳ ମୂର୍ତ୍ତି ସହିତ ଦାନ ବାକ୍ସ ଚୋରି ହୋଇଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍ ତଦନ୍ତ କରୁଛି।

Leave A Reply

Your email address will not be published.