Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଅଲିମ୍ପିକ୍ସରେ ଇତିହାସ ରଚିଲେ ଭିନେଶ, ସ୍ୱର୍ଣ୍ଣ ପାଇଁ ଖେଳିବେ
ସାକ୍ଷୀ ମଲିକଙ୍କ ପରେ ଭିନେଶ ଦ୍ୱିତୀୟ ଭାରତୀୟ ମହିଳା ରେସଲରେ ଦେଶ ପାଇଁ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି।
ପ୍ୟାରିସ: ପ୍ୟାରିସ!-->!-->!-->…
ପ୍ରଥମ ଥରରେ କମାଲ କରିଦେଲେ ନୀରଜ ଚୋପ୍ରା
ଗ୍ରୁପ ପର୍ଯ୍ୟାୟରେ ଥିବା କିଶୋର କେବଳ ୮୦.୭୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ପାରିଥିଲେ।
ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ!-->!-->!-->…
ଅଲିମ୍ପିକ୍ସ: ସିଧାସଳଖ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିପାରିଲେନି କିଶୋର ଜେନା
ପ୍ରଥମ ପ୍ରୟାସରେ କିଶୋର ଜେନା ୮୦.୭୩ ମିଟରକୁ ଜାଭେଲିନ ଫିଙ୍ଗି ଥିଲେ।
ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଆଶା ଅନୁସାରେ ନିଜର!-->!-->!-->…
ପାଣ୍ଡ୍ୟା ନୁହେଁ, ରୋହିତଙ୍କ ସ୍ଥାନ ନେଲେ ସୂର୍ଯ୍ୟ କୁମାର ଯାଦବ
ଜିମ୍ବାୱେ ବିପକ୍ଷରେ ଶତକୀୟ ଇନିଂସ ଖେଳିଥିବା ଅଭିଷେକ ଶର୍ମାଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ସୁଯୋଗ ମିଳି ନାହିଁ। କିନ୍ତୁ ରିୟାନ!-->…
ଗମ୍ଭୀର ହେଲେ ମୁଖ୍ୟ କୋଚ୍
ବିସିସିଆଇ ସଂପାଦକ ଜୟ ଶାହ ଆଜି ଏହି ଘୋଷଣା କରିଛନ୍ତି।
ନୂଆଦିଲ୍ଲୀ: ଗୌତମ ଗମ୍ଭୀର ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ବିସିସିଆଇ!-->!-->!-->…
କୋହଲି-ରୋହିତଙ୍କ ପରେ ଟି-୨୦ରୁ ଅବସର ନେଲେ ରବିନ୍ଦ୍ର ଜାଡେଜା
ନୂଆଦିଲ୍ଲୀ: ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରେ ଭାରତୀୟ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଟି -୨୦ ଆନ୍ତର୍ଜାତୀୟ!-->…
ଟି-ଟ୍ୱେଣ୍ଟିରୁ ଅବସର ନେଲେ ରୋହିତ ଓ ବିରାଟ
ଶନିବାର ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବା ପରେ ରୋହିତ ଶର୍ମା କହିଥିଲେ ଯେ ଏହି ଟ୍ରଫି ଜିତିବା ପାଇଁ ସେ ଖୁବ୍ ବ୍ୟଗ୍ର ଥିଲେ।
!-->!-->!-->…
ଆନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କଲେ ବିରାଟ କୋହଲି
ବ୍ରିଜଟାଉନ: ଟି-୨୦ ମ୍ୟାଚରୁ ଅବସର ନେଲେ ବିରାଟ କୋହଲି। ଭାରତର ଟି-୨୦ ବିଶ୍ବକପ ବିଜୟ ପରେ ଅବସର ଘୋଷଣା କଲେ ବିରାଟ କୋହଲି।!-->…
ପୂରଣ ହେଲା ବିଶ୍ୱକପ ସ୍ୱପ୍ନ: ଭାରତ ଟି-୨୦ ଚାମ୍ପିୟନ୍
ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ବିଶ୍ୱକପ ପରେ ଶେଷ ହୋଇଛି। ତାଙ୍କୁ ବିଜୟ ସହ ଭାରତୀୟ ଟିମ ବିଦାୟ ଜଣାଇଛି।!-->…
ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଗିଲ କ୍ୟାପ୍ଟେନ, ରିୟାନ ଓ…
୧୫ ଜଣିଆ ସ୍କ୍ୱାଡରେ ଅନେକ ଯୁଭ ପ୍ରତିଭାବଙ୍କୁ ସାମିଲ କରାଯାଇଛି।
ନୂଆଦିଲ୍ଲୀ: ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଥିବା ଜିମ୍ବାୱେ!-->!-->!-->…