Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ ବିଦେଶ
ଟ୍ୱିଟରରୁ ଉଡ଼ିଯିବ ‘ଚଢ଼େଇ’, କିଏ ହେବ ପରବର୍ତ୍ତୀ ପରିଚୟ
ଟ୍ୱିଟର ଲୋଗୋ ବଦଳାଇବାକୁ ମସ୍କଙ୍କ ଯୋଜନା
ଟ୍ୱିଟର ଲୋଗୋରୁ ହଟିଯିବ ଚଢେଇ ଚିହ୍ନ
X ହୋଇପାରେ ଟ୍ୱିଟର ଲୋଗୋ
ନୂଆଦିଲ୍ଲୀ:!-->!-->!-->!-->!-->!-->!-->!-->!-->…
ଓଡ଼ିଶାର ୩ କମ୍ୟୁନିଟି ରେଡିଓ ଷ୍ଟେସନକୁ ମିଳିଲା ଜାତୀୟ ପୁରସ୍କାର
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ୮ମ ଏବଂ ୯ମ ଜାତୀୟ କମ୍ୟୁନିଟି ରେଡିଓ ପୁରସ୍କାର ପ୍ରଦାନ!-->…
ମଣିପୁରରୁ ଆସିଲା ପୁଣି ଭୟଙ୍କର ତଥ୍ୟ: ଦୁଇ ଯୁବତୀଙ୍କୁ ଦୁଷ୍କର୍ମ, ନିର୍ଯାତନା ପରେ ହତ୍ୟା
ନିର୍ଯାତନା, ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଜଣେ ଯୁବତୀଙ୍କ ବୟସ ୨୧ ଏବଂ ଆଉ ଜଣଙ୍କର ୨୪ ବର୍ଷ।
ଇମ୍ଫାଲ: ଯେଉଁ ଦିନ ମଣିପୁରରେ!-->!-->!-->…
ସିବିଏସ୍ଇ ସ୍କୁଲରେ ପିଲାଙ୍କ ଇଚ୍ଛାନୁସାରେ ଓଡ଼ିଆ ସମେତ ଅନ୍ୟାନ୍ୟ ଭାରତୀୟ ଭାଷାରେ ପାଠ…
ଭୁବନେଶ୍ୱର: ସିବିଏସଇ ଅନୁବନ୍ଧିତ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀମାନଙ୍କୁ ବିକଳ୍ପ ଭାଷା ଭାବରେ ମାତୃଭାଷାରେ ଶିକ୍ଷାଦାନ ଦିଆଯାଇପାରିବ।!-->…
ମଣିପୁର ଭିଡିଓ ଘଟଣାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଆମେ କରିବୁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରାଇ ରାସ୍ତାରେ ଚଲାଯିବା ଭିଡିଓ ଘଟଣାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ,!-->…
ମଣିପୁର ଘଟଣା ସମାଜ ପାଇଁ ଲଜ୍ଜାଜନକ: ପ୍ରଧାନମନ୍ତ୍ରୀ
ମଣିପୁରରେ ଦୁଇଜଣ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଟଣାଓଟରା କରିବା ଭିଡିଓ ଭାଇରାଲ୍ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି!-->…
ପୁରୁଣା ଭିଡିଓକୁ ନେଇ ମଣିପୁର ଅଶାନ୍ତ: ୨ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଟଣାଓଟରା
୨ ମାସ ତଳର ଏକ ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ସମଗ୍ର ରାଜ୍ୟରେ ଉତ୍ତେଜନା ଦେଖିଦେଇଛି।
ମଣିପୁର: ଧୀରେ ଧୀରେ ଶାନ୍ତ!-->!-->!-->…
୨୦୨୪ରେ ଇଣ୍ଡିଆ ବନାମ ଏନଡିଏ ଲଢ଼େଇ !
ସର୍ବସମ୍ମତିକ୍ରମେ ବିରୋଧୀ ମେଣ୍ଟ ଇଣ୍ଡିଆରେ ପରିଚୟ ହାସଲ କରିବ ବୋଲି ଜଣାପଡ଼ିଛି। ଇଣ୍ଡିଆ ପୂରା ନାଁ ହେଲା ଇଣ୍ଡିଆନ ନ୍ୟାସନାଲ!-->…
ଆବୁଧାବିରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଏମଓୟୁ ସ୍ବାକ୍ଷରିତ
ଭାରତର ଶିକ୍ଷାର ଅନ୍ତର୍ଜାତୀୟକରଣରେ ନୂତନ ଅଧ୍ୟାୟ ଆରମ୍ଭ– ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଆବୁଧାବି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->!-->!-->…
‘ପ୍ରତ୍ୟେକ ଭାରତୀୟ ତୁମକୁ ଜଣେ ସଚ୍ଚୋଟ ବନ୍ଧୁ ଭାବେ ଦେଖିବାକୁ ଚାହାଁନ୍ତି’, ୟୁଏଇ…
ଏହି ଭେଟ ବେଳେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅନେକ ଚୁକ୍ତି ଓ ରାଜିନାମା!-->…