Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ ବିଦେଶ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ
ଆତିଶୀଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ସୁପାରିଶ କରିଛନ୍ତି ଅରବିନ୍ଦ କେଜ୍ରିୱାଲ।
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ!-->!-->!-->…
ଆରପାରିରେ ‘ଅଗ୍ନିମ୍ୟାନ୍’; ଅଗ୍ନି ମିଶାଇଲର ପ୍ରଥମ ପ୍ରୋଗ୍ରାମ ଡାଇରେକ୍ଟର ଥିଲେ
ଅଗ୍ନି ମିଶାଇଲର ଜନକ ଭାବେ ପରିଚିତ ପ୍ରଖ୍ୟାତ ଏରୋସ୍ପେଶ୍ ବୈଜ୍ଞାନିକ ଡକ୍ଟର ରାମ ନାରାୟଣ ଅଗ୍ରୱାଲ ଆଖି ବୁଜିଲେ । ୮୪ ବର୍ଷ ବୟସରେ!-->…
ଲାଲକିଲ୍ଲାରୁ ମୋଦିଙ୍କ ସମ୍ବୋଧନ- ୪୦ କୋଟି ଥିବାବେଳେ ସ୍ୱାଧୀନତା ପାଇଥିଲୁ, ଆଜି ତ ଆମେ ୧୪୦…
ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି,!-->…
ସ୍ୱାଧୀନତା ଦିବସ ପୂର୍ବରୁ ଦେଶକୁ ସମ୍ବୋଧନ କଲେ ରାଷ୍ଟ୍ରପତି
ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଭୂମିକା ସମ୍ପର୍କରେ ମଧ୍ୟ ରାଷ୍ଟ୍ରପତି ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ଆସନ୍ତାକାଲି ଦେଶ!-->!-->!-->…
ଓଡ଼ିଶା ସମେତ ୯ ରାଜ୍ୟର ୧୨ ରାଜ୍ୟସଭା ଆସନ ପାଇଁ ୩ରେ ଭୋଟ
ଆସାମର ୨ଟି, ବିହାରର ୨ଟି, ମହାରାଷ୍ଟ୍ରର ୨ଟି, ହରିଆଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଓଡ଼ିଶା ଓ ତେଲଙ୍ଗାନାର ଗୋଟିଏ ଲେଖାଏ!-->…
ବାଂଲାଦେଶର ଶାସନ ଦାୟିତ୍ୱ ହାତକୁ ନେଲେ ସେନା ମୁଖ୍ୟ
ଚଳିତ ବର୍ଷ ଜୁନ ମାସରୁ ସେନା ମୁଖ୍ୟ ଭାବେ ଜେନେରାଲ ୱାକେର ଉଜ ଜମାନଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇଛି। ସେ ଜେନେରାଲ ଏସଏମ ଶୈଫୁଦ୍ଦିନ!-->…
ଇସ୍ତଫା ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା
ବ୍ୟାପକ ହିଂସା ମଧ୍ୟରେ ପଦରୁ ଇସ୍ତଫା ଦେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା।
ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍!-->!-->!-->…
‘ନିଜ ପାଇଁ ଲଢିବାର ସମୟ ସରିଯାଇଛି, ଆଗାମୀ ନିର୍ବାଚନ ଯାଏ ଦେଶ ପାଇଁ ଲଢ’
ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ସାଂସଦମାନଙ୍କୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ!-->!-->!-->…
ପୁଣି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ସୋରେନ
୫ ମାସ ପରେ ହେମନ୍ତ ଜେଲରୁ ମୁକୁଳିବାରୁ ଚମ୍ପାଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଆଜି ହେମନ୍ତ ସୋରେନ ପୁଣି!-->…
ମୁଖ୍ୟମନ୍ତ୍ରୀ ପଦରୁ ଚମ୍ପାଇ ସୋରେନଙ୍କ ଇସ୍ତଫା
ଚମ୍ପାଇ ଇସ୍ତଫା ଦେଇଥିବାରୁ ଜାମିନରେ ଜେଲରୁ ମୁକୁଳି ଥିବା ହେମନ୍ତ ସୋରେନ ପୁଣି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ।
ରାଞ୍ଚି:!-->!-->!-->…