xmas

ଗୁଳି ଫୁଟି ଗାଙ୍ଗପୁର ଥାନା IICଙ୍କ ଦେବ୍ କୁମାର ଗମାଙ୍ଗଙ୍କ ମୃତ୍ୟୁ

ବ୍ରହ୍ମପୁର: ଗୁଳି ଫୁଟି ଗାଙ୍ଗପୁର ଥାନା IICଙ୍କ ଦେବ୍ କୁମାର ଗମାଙ୍ଗଙ୍କ ମୃତ୍ୟୁ । ଆସିକା ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର । ଆଇଆଇସିଙ୍କ ମୃତ୍ୟୁକୁ ନେଇ ଗଞ୍ଜାମ ଏସ୍‌ପିଙ୍କ ସୂଚନା । କେଉଁଠି ଏବଂ କେମିତି ଗୁଳି ବାଜିଲା, ସେନେଇ ସ୍ପଷ୍ଟ ଜଣାପଡ଼ିନି ।

Leave A Reply

Your email address will not be published.