mobile header

 ମୃତ ଦେବଙ୍କ ଶେଷକୃତ ସଂପର୍ଣ୍ଣ ……ଦୁଇ ଜଣ ଅଧିକାରୀଙ୍କ ଗୁଣପୁର :-   ରାୟଗଡ଼ା  ଜିଲ୍ଲା ରାମନାଗୁଡାର  ନିଜ ଜନ୍ମ ମାଟି ର  ଗାଁ ଏଦଲୁବାଲସା (କାଇଠପଦର କୁଡିଆ)  ଗତ କାଲି ମୃତ୍ୟୁ ବରଣ କରିଥିବା  ଗାଙ୍ଗପୁରର ଥାନା ଆଇଆଇସି ଦେବ କୁମାର ଗୋମାଙ୍ଗ ଙ୍କ ମୃତ ଘଟଣା ଭିନ୍ନ ମୋଡ଼ ନେଇଛି ।ଆଜି ଗୁଣପୁର  ନିକଟ ତାଙ୍କ ନିଜ ଗ୍ରାମ କାଇଠ ପଦର କୁଡିଆ କୁ ତାଙ୍କ ମୃତ ଦେହକୁ ଅଣା ଯାଇଥିଲା  । ଶୋକାକୁଳ  ପରିବେଶରେ  ତାଙ୍କୁ ଗାର୍ଡ ଅଫ୍‍ ଅନର ଦିଆ ଯିବାପରେ ପରେ ଶେଷକୃତ ସଂପର୍ଣ୍ଣ ହୋଇଥିଲା । ତେବେ ମାନସିକ ଚାପ ନଥିଲା  ସେ ଭଲ କାମ କରିବା  ଲୋକ ସେ, ଆଇଆଇସି ପୋଷ୍ଟିଙ୍ଗ ହେବା ପରେ ଖୁସି ଥିଲେ  ଓ ଛୁଟି ଚାହୁଁଥିଲେ  । କିନ୍ତୁ ଛୁଟି ମିଳୁନଥିଲା  ତେବେ ମୁଁ ଯେହେତୁ ସେଠାରେ  ନଥିଲି ଏହା  ଦୁର୍ଘଟଣା କି କଣ  ହୋଇଥାଇପାରେ   ବୋଲି ଦେବଙ୍କ ପତ୍ନି କିରଣ ମହାନ୍ତି କହିଛନ୍ତି  ।  ମୃତ୍ୟ ର  ସଠିକ୍ କାରଣ  କଣ ତାହା ତାଙ୍କ ମା କହିବାକୁ ଯାଇ ସେ କହିଛନ୍ତି ଯେ  ଦୁଇ ତିନି ଜଣ ପୋଲିସ ଆସି ଘରେ ଡାଇନିଙ୍ଗରେ ବସି  ଖାଇଲେ  ପରେ ବେଡ ରୁମ୍‍ କୁ ଆସିଥିଲେ ।ସେହି ସମୟରେ ମୁଁ ବାଥରୁମ୍‍ ଯାଇଥିଲି   । ଆସିବା ବେଳକୁ ଘଟଣା ଘଟି ସାରିଥିବା ଦେବଙ୍କ ମାଆ  ପୁଷ୍ପାଞ୍ଜଳି ଗମାଙ୍ଗ କହିଛନ୍ତି । ଖାଇବାକୁ ବସିଥିବା ସମୟରେ  ସେମାନେ କଥା ହେଉଥିବା ଓ କଣ କଥା ହେଉଥିଲେ ସେନେଇ କିଛି କହିପାରି ନଥିଲେ । ଶେଷ କୃତ୍ୟ ସମୟରେ ପୂର୍ବତନ ମୁଖ୍ୟ ମନ୍ତ୍ରୀ ଗିରିଧର ଗମାଙ୍ଗ ,ପୂର୍ବତନ ବିଧୟକ ରାମ ମୂର୍ତ୍ତି ଗମାଙ୍ଗ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଗମାଙ୍ଗ ସହ ବହୁ ଗ୍ରାମବାସୀ ଶୋକକୂଳ ପରିବେଶରେ ଶେଷ କୃତ୍ୟ ସଂପନ୍ନ ହୋଇଥିଲା ।

 ମୃତ ଦେବଙ୍କ ଶେଷକୃତ ସଂପର୍ଣ୍ଣ ……ଦୁଇ ଜଣ ଅଧିକାରୀଙ୍କ ଉପସ୍ଥିରେ  ଦୁର୍ଘଟଣା ଘଟିଥିଲା ।###
 ଗାଙ୍ଗପୁର ଆଇଆଇସି  ମୃତ୍ୟୁ ଘଟଣା , ଭିନ୍ନ ମୋଡ଼ ନେଲା ।ଗୁଣପୁର :-   ରାୟଗଡ଼ା  ଜିଲ୍ଲା ରାମନାଗୁଡାର  ନିଜ ଜନ୍ମ ମାଟି ର  ଗାଁ ଏଦଲୁବାଲସା (କାଇଠପଦର କୁଡିଆ)  ଗତ କାଲି ମୃତ୍ୟୁ ବରଣ କରିଥିବା  ଗାଙ୍ଗପୁରର ଥାନା ଆଇଆଇସି ଦେବ କୁମାର ଗୋମାଙ୍ଗ ଙ୍କ ମୃତ ଘଟଣା ଭିନ୍ନ ମୋଡ଼ ନେଇଛି ।ଆଜି ଗୁଣପୁର  ନିକଟ ତାଙ୍କ ନିଜ ଗ୍ରାମ କାଇଠ ପଦର କୁଡିଆ କୁ ତାଙ୍କ ମୃତ ଦେହକୁ ଅଣା ଯାଇଥିଲା  । ଶୋକାକୁଳ  ପରିବେଶରେ  ତାଙ୍କୁ ଗାର୍ଡ ଅଫ୍‍ ଅନର ଦିଆ ଯିବାପରେ ପରେ ଶେଷକୃତ ସଂପର୍ଣ୍ଣ ହୋଇଥିଲା । ତେବେ ମାନସିକ ଚାପ ନଥିଲା  ସେ ଭଲ କାମ କରିବା  ଲୋକ ସେ, ଆଇଆଇସି ପୋଷ୍ଟିଙ୍ଗ ହେବା ପରେ ଖୁସି ଥିଲେ  ଓ
ଛୁଟି ଚାହୁଁଥିଲେ  । କିନ୍ତୁ ଛୁଟି ମିଳୁନଥିଲା  ତେବେ ମୁଁ ଯେହେତୁ ସେଠାରେ  ନଥିଲି ଏହା  ଦୁର୍ଘଟଣା କି କଣ 
ହୋଇଥାଇପାରେ   ବୋଲି ଦେବଙ୍କ ପତ୍ନି କିରଣ ମହାନ୍ତି କହିଛନ୍ତି  ।  ମୃତ୍ୟ ର  ସଠିକ୍ କାରଣ  କଣ ତାହା ତାଙ୍କ ମା କହିବାକୁ ଯାଇ ସେ କହିଛନ୍ତି ଯେ  ଦୁଇ ତିନି ଜଣ ପୋଲିସ ଆସି ଘରେ ଡାଇନିଙ୍ଗରେ ବସି  ଖାଇଲେ  ପରେ ବେଡ ରୁମ୍‍ କୁ ଆସିଥିଲେ ।ସେହି ସମୟରେ ମୁଁ ବାଥରୁମ୍‍ ଯାଇଥିଲି   । ଆସିବା ବେଳକୁ ଘଟଣା ଘଟି ସାରିଥିବା ଦେବଙ୍କ ମାଆ  ପୁଷ୍ପାଞ୍ଜଳି ଗମାଙ୍ଗ କହିଛନ୍ତି । ଖାଇବାକୁ ବସିଥିବା ସମୟରେ  ସେମାନେ କଥା ହେଉଥିବା ଓ କଣ କଥା ହେଉଥିଲେ ସେନେଇ କିଛି କହିପାରି ନଥିଲେ । ଶେଷ କୃତ୍ୟ ସମୟରେ ପୂର୍ବତନ ମୁଖ୍ୟ ମନ୍ତ୍ରୀ ଗିରିଧର ଗମାଙ୍ଗ ,ପୂର୍ବତନ ବିଧୟକ ରାମ ମୂର୍ତ୍ତି ଗମାଙ୍ଗ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଗମାଙ୍ଗ ସହ ବହୁ ଗ୍ରାମବାସୀ ଶୋକକୂଳ ପରିବେଶରେ ଶେଷ କୃତ୍ୟ ସଂପନ୍ନ ହୋଇଥିଲା ।

Leave A Reply

Your email address will not be published.