xmas

ରିଜର୍ଭ ଫରେଷ୍ଟ ନିକଟରୁ ହାତୀ ଛୁଆର ମୃତଦେହ ଠାବ

ଢେଙ୍କାନାଳରେ ସଦର ରେଞ୍ଜ ବେଲବଣିଆ ରିଜର୍ଭ ଫରେଷ୍ଟ ନିକଟରୁ ହାତୀଛୁଆର ମୃତଦେହ ଠାବ ।

ହାତୀ ଛୁଆର ବୟସ ୨ବର୍ଷ ଭିତରେ ହେବ ବୋଲି ଅନୁମାନ । ମୃତ ହାତୀର ରକ୍ତ ନମୁନା ସଂଗ୍ରହ କରାଯାଇ OUAT ପଠାଯିବ: ଡିଏଫଓ

Leave A Reply

Your email address will not be published.