mobile header

ଦିଦି ଆପଣ ଠିକ୍‌ କଲେନି…

କଥା ନ ସରୁଣୁ ଅଙ୍ଗନବାଡି ଦିଦି ଜଣଙ୍କ କଲର ଧରି ଘୋଷରି ଆଣି ଚାପୁଡା ପରେ ଚାପୁଡି ସେକି ଦେଲେ। ଏ ପ୍ରକାର ଦାଦାଗିରି। ଦିଦି ରାଗିବା ପଛର କାରଣଟି ହେଲା, ପୂର୍ବରୁ ଏ ବ୍ୟକ୍ତି କୁଆଡେ ତାଙ୍କୁ ଅଶ୍ଳୀଳ ଭାଷାରେ କମେଣ୍ଟ କରିଥିଲେ। ସେଇ ପୁରୁଣା ରାଗ ଏବେ ସୁଝାଉଛନ୍ତି ଦିଦି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଏଇ ଘଟଣା, ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି।

Leave A Reply

Your email address will not be published.