mobile header

ପୌର ଉପାଧ୍ୟକ୍ଷ ନିର୍ବାଚନ

ପୌର ଉପାଧ୍ୟକ୍ଷ ନିର୍ବାଚନ ଅଧିକାଂଶ ସ୍ଥାନରେ ବାଜି ମାରିଛି ବିଜେଡି । ସ୍ୱାଧୀନ ପ୍ରାର୍ଥୀ କାଁ ଭାଁ କବ୍‌ଜା କରିଥିବା ବେଳେ ବିଜେପି ସ୍ଥିତି ମଧ୍ୟ ଦୟନୀୟ । ଆଉ କଂଗ୍ରେସ କଥା ନକହିବା ଭଲ । ତେବେ ଆସନ୍ତୁ ଜାଣିବା କିଏ କେଉଁଠି କଲା କବ୍‌ଜା ।

ମାଲକାନଗିରି ପୌରାଧ୍ୟକ୍ଷ ହେଲେ ବିଜେଡିର କବିତା ମହାନ୍ତ । ସେଭହିଳି..

ଗୁଣପୁରର ପୌରାଧ୍ୟକ୍ଷ ହେଲେ ଶିବପ୍ରସାଦ ଗୌଡ଼ (ସ୍ୱାଧୀନ)

ବଲାଙ୍ଗିର- ଗାୟତ୍ରୀ ଭୋଇ (ବିଜେଡି)

ବୌଦ୍ଧ- ସୁବାସିନୀ ସେଠୀ (ବିଜେଡି)

ବିନିକା- ତପସ୍ୱିନୀ ମେହେର (ବିଜେଡି)

ଝାରସୁଗୁଡ଼ା- ବେଣୁଗୋପାଳ ପଣିଗ୍ରାହୀ (ବିଜେଡି)

ବ୍ରଜରାଜନଗର- ଗୋପାଳ ସିତାନୀ (ବିଜେଡି)

କୁଚିଣ୍ଡା- ଦେବଯାନୀ କାଲୋ (ବିଜେଡି)

ଖୋର୍ଦ୍ଧା-ସୌର ରଞ୍ଜନ ମହାପାତ୍ର (ବିଜେଡି)

ଜଟଣୀ- ଆରତୀ ରାଉତ (ବିଜେଡି)

କଣ୍ଟାବାଂଜି- ମନୋରମା ରାଉତ (କଂଗ୍ରେସ)

ଭଦ୍ରକ- ଅଞ୍ଜୁବାଳା ଜେନା (ବିଜେଡି)

କାଶୀନଗର-ରଘୁରାମ ସାହୁ (ବିଜେଡି)

ପାରଳାଖେମୁଣ୍ଡି- ଲେଙ୍କା ମଧୁ (ବିଜେଡି)

ପଦ୍ମପୁର- ଭାରତୀ ପଟ୍ଟନାୟକ (ବିଜେଡି)

କେନ୍ଦ୍ରାପଡ଼ା- ଆକବରୀ ଖାତୁନ (ବିଜେଡି)

ରେଢ଼ାଖୋଲ- ଅନସୂୟା ପ୍ରଧାନ (ବିଜେପି)

ପଟ୍ଟାମୁଣ୍ଡାଇ- ଅନୁପ୍ରିୟା ସାହୁ( ବିଜେଡି)

ସୁନ୍ଦରଗଡ଼- ଲଲାଟେନ୍ଦୁ ପରିଡ଼ା (ବିଜେଡି)

କବିସୂର୍ଯ୍ୟନଗର- ବିକ୍ରାନ୍ତ ସାହୁ (ବିଜେଡି)

କୋରାପୁଟ- ସବିତା ପଣ୍ଡା (ବିଜେଡି)

ସୁନାବେଡ଼ା- ରିତୁକାନ୍ତା (ବିଜେଡି)

ଜୟପୁର- ବି.ସୁନୀତା (ବିଜେଡି)

ଢେଙ୍କାନାଳ- ପ୍ରକାଶ ଚନ୍ଦ୍ର କୁଅଁର (ବିଜେଡି)

କୋଟପାଡ- ଏମ୍.ସନ୍ତୋଷୀ (ସ୍ୱାଧୀନ)

ଜଗତସିଂହପୁର- ରାଜେନ୍ଦ୍ର ବିଷୋୟୀ (ବିଜେପି)

ଫୁଲବାଣୀ- ପାୟଲ ବେହେରା (ବିଜେଡି)

ଉଦଳା- ଲିଲି ଭୋଳ (ବିଜେଡି)

ରାୟଗଡ଼ା- ଶୁଭ୍ରା ପଣ୍ଡା (ବିଜେଡି)

ତେବେ କଟକର ଡେପୁଟୀ ମେୟର ନିର୍ବାଚିତ ହେଲେ ବିଜେଡିର ଦମୟନ୍ତୀ ମାଝୀ । ଆଜି ସିଏମ୍‌ସିରେ ହୋଇଥିବା ଡେପୁଟୀ ମେୟର ନିର୍ବାଚନରେ ସେ ନିର୍ବାଚିତ ହୋଇଛନ୍ତି । ଏକମାତ୍ର ପ୍ରାର୍ଥୀ ଥିବାରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେଲେ ଦମୟନ୍ତୀ । କଟକରେ ଡେପୁଟୀ ମେୟର ନିର୍ବାଚନ ପ୍ରକ୍ରିୟାକୁ ନେଇ ଆଜି କକ୍ଷ ତ୍ୟାଗ କରିଥିଲେ କଂଗ୍ରେସ ଓ ବିଜେପି

Leave A Reply

Your email address will not be published.