mobile header

ଲୋକାର୍ପିତ ହେଲା ଚମ୍ପତିପୁର ସରକାରି ହୋମିଓପାଥି ଚିକିତ୍ସାଳୟ ର ନୁତନ ଗୃହ


|ବାଲିଚନ୍ଦ୍ରପୁର|୦୯/୦୪| ମାହାଙ୍ଗା ବ୍ଲକ ଅନ୍ତର୍ଗତ ପାଇକରାୟ ପୁର ପଞ୍ଚାୟତ ର ଚମ୍ପତିପୁର ଠାରେ
ଦୀର୍ଘ ଦିନ ଧରି ଖୋଲା ଯାଇଥିବା ହୋମିଓପାଥି ଚିକିତ୍ସାଳୟ ର ନବ ନିର୍ମିତ କୋଠାଘର ର ଲୋକାର୍ପଣ ସମାରୋହ ରେ ସମାହିତ ହୋଇ ଯାଇଛି। ଓଡିଶାର ମାନ୍ୟବର ପଞ୍ଚାୟତିରାଜ, ଆଇନ, ନଗରଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଙ୍କ କରକମଳରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ରେ ଅନ୍ଯ ମାନଙ୍କ ମଧ୍ୟରେ ମାହାଙ୍ଗା ବ୍ଲକ ର ଅଧ୍ୟକ୍ଷା ଶ୍ରୀମତୀ ଦିପା ମଲ୍ଲିକ, ପୂର୍ବତନ ଅଧ୍ୟକ୍ଷ ତଥା ମାହାଙ୍ଗା ବିଜୁ ଜନତା ଦଳର ସଭାପତି, ରାଜକିଶୋର ଜେନା, ଜିଲ୍ଲା ପରିଷଦ ସଭ୍ଯ ଜଗବନ୍ଧୁ ସେଠି ପ୍ରମୁଖ ଉପସ୍ଥିତ ରହି ଥୀଲେ

Leave A Reply

Your email address will not be published.