mobile header

ମହାନଦୀରେ ବୁଡ଼ି ୨ ନିଖୋଜ: ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍ ଟିମ୍

ମହାନଦୀର ଯୋବ୍ରାରେ ୩ ଜଣ ଯୁବକ ଗାଧୋଇବା ବେଳେ ଅଘଟଣ। ତେବେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଗୁରୁତର ଅବସ୍ଥାରେ ଜଣେ ଯୁବକ ଉଦ୍ଧାର ହୋଇଛି। ନିଖୋଜ ଅନ୍ୟ ୨ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।

ପ୍ରକାଶଥାଉକି ରାମନବମୀ ପାଇଁ ଯୋବ୍ରାକୁ ଗାଧୋଇବାକୁ ଆସିଥିଲେ। କିନ୍ତୁ ଏଠାରେ ଚୋରାବାଲି ଥିବା ସେମାନେ ଜାଣିପାରିନଥିଲେ। ମହାନଦୀର ଗଭୀର ଭିତରକୁ ଧିରେ ଧିରେ ଚାଲିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ହୋଇଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ଏମାନେ ସମସ୍ତେ ଯୋବ୍ରା ଚାରିଘରିଆ ସାହିର ବୋଲି ଜଣାପଡ଼ିଛି।

Leave A Reply

Your email address will not be published.