mobile header

୧୦୮ ଫୁଟର ମହାବୀରଙ୍କ ମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ମହାବୀର ହନୁମାନଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ହନୁମାନଙ୍କର ଏକ ୧୦୮ ଫୁଟ ଉଚ୍ଚତା ବିଶିଷ୍ଠ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଗୁଜୁରାଟର ମୌରବି ଠାରେ ଏହି ମୂର୍ତ୍ତିର ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ଚାରିଧାମ ପରିଯୋଜନା କ୍ରମରେ ଦେଶର ଚାରି ଦିଗରେ ହନୁମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯିବା ନେଇ ଚାଲିଥିବା ଯୋଜନାର ଏହା ଦ୍ୱିତୀୟ ମୂର୍ତ୍ତି ବୋଲି କୁହାଯାଉଛି । ଏହି ମୂର୍ତ୍ତି ଉନ୍ମୋଚନ ପରେ ପ୍ରଧାନମନ୍ତ୍ରୀ କହିଥିଲେ କି, ମହାବୀର ହନୁମାନ ତାଙ୍କର ଭକ୍ତି ଓ ସେବା ମନୋଭାବ ମାଧ୍ୟମରେ ସମସ୍ତଙ୍କୁ ଯୋଡିଥିଲେ ।

କହିରଖୁ କି ଏହି ଯୋଜନାର ପ୍ରଥମ ମୂର୍ତ୍ତି ୨୦୧୦ ମସିହାରେ ଦେଶର ଉତର ଦିଗ ଅର୍ଥାତ ଶିମଳା ଠାରେ ସ୍ଥାପନ କରାଯାଇଥିଲା । ଏହାପରେ ଦକ୍ଷୀଣ ଦିଗ ଅର୍ଥାତ ରାମେଶ୍ୱରମ ଠାରେ ତୃତୀୟ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ

Leave A Reply

Your email address will not be published.