mobile header

ଭଦ୍ରକ ସବଜେଲରେ ପ୍ରତିଦିନ ଶିବ ପୂଜା କରୁଛନ୍ତି ଶର୍ମିଷ୍ଠା

ଚର୍ଚ୍ଚାରେ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁ୍କ୍ତ ଶର୍ମିଷ୍ଠା ରାଉତଙ୍କ ଶିବପୂଜା । ଭଦ୍ରକ ଉପକାରାଗାରରେ ଥିବା ଶିବ ମନ୍ଦିରରେ ପୂଜା କରୁଛନ୍ତି ଶର୍ମିଷ୍ଠା ରାଉତ । ପ୍ରତ୍ୟେକ ଦିନ ସକାଳୁ ଉଠି ପୂଜାର୍ଚ୍ଚନା କରୁଛନ୍ତି ଶର୍ମିଷ୍ଠା । ତାଙ୍କ ସହ ଝୁନା ଭୋଇ ମଧ୍ୟ ଶିବ ପୂଜାରେ ସାମିଲ ହେଉଛନ୍ତିକ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇ ଜେଲର ଗୋଟିଏ ସେଲରେ ଅଛନ୍ତି ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇ ।

Leave A Reply

Your email address will not be published.