mobile header

ମନ୍ତ୍ରୀ ଅରୁଣ ସାହୁଙ୍କ ଘରକୁ ଟମାଟୋ ମାଡ଼

ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ବାସଭବନକୁ ଟମାଟୋ ମାଡ଼ । ବାସଭବନ ଘେରାଉ ବେଳେ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ । ଫେକ୍ ସାର୍ଟିଫିକେଟରେ ଆଡମିଶନକୁ ବିରୋଧ କରି ବିକ୍ଷୋଭ । ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ କଟକଣାକୁ ମଧ୍ୟ ବିରୋଧ କରାଯାଇଛି ।

Leave A Reply

Your email address will not be published.