xmas

ଗ୍ଲାମ ଗାଇଡ଼େନ୍ସ ମିସ ଇଣ୍ଡିଆ’ରେ ଚମକିଲେ ଓଡ଼ିଆ ଝିଅ

ଗ୍ଲାମ ଗାଇଡ଼େନ୍ସ ମିସ ଇଣ୍ଡିଆ’ ୨ୟ ରନର୍ସ ହୋଇଛନ୍ତି ପାରଳାଖେମୁଣ୍ଡିର ମୋନିକା ପଣ୍ଡା । ଦେଶର ବିଭିନ୍ନ ସ୍ଥାନରୁ ୫୦ରୁ ଉଦ୍ଧ୍ୱର୍ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ନିଜର ନୃତ୍ୟ , ସୁନ୍ଦରବେଶ ପୋଷାକ ଓ କୁଇଜର ସୁନ୍ଦର ଉତର ଦେଇ ବିଚାରପତିଙ୍କ ମନ କିଣି ନେଇଥିଲେ । ତେବେ ଏହି ପ୍ରତିଯୋଗୀତାରେ ମୋନିକା ପଣ୍ଡା ୨ୟ ରନର୍ସ ହୋଇ ଅଂଚଳ ତଥା ଓଡ଼ିଶା ପାଇଁ ଗୈାରବ ଆଣିଛନ୍ତି ମୋନିକା । ଝିଅ ମୋନିକାର ଏପରି ସଫଳତାରେ ଉଭୟ ବାପା ମାଆ ଖୁବ ଖୁସି ଅଛନ୍ତି । ବିଭିନ୍ନ ମହଲରୁ ମୋନିକାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

‘ଗ୍ଲାମ ଗାଇଡ଼େନ୍ସ ମିସ ଇଣ୍ଡିଆ’ ପ୍ରତିଯୋଗୀତାରେ ଚମକିଲେ ଓଡ଼ିଆ ଝିଅ । ଦେଶର ବିଭିନ୍ନ ସ୍ଥାନରୁ ୫୦ରୁ ଉଦ୍ଧ୍ୱର୍ ପ୍ରତିଯୋଗୀଙ୍କୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ପାରଳାଖେମୁଣ୍ଡିର ମୋନିକା ପଣ୍ଡା ୨ୟ ରନର୍ସ ହୋଇ ଅଂଚଳ ପାଇଁ ଗୌରବ ଆଣିଛନ୍ତି । କୁଇଜ, ନୃତ୍ୟ, ସୁନ୍ଦରବେଶ ପୋଷାକ ଆଦି ବିଭନ୍ନ ରାଉଣ୍ଡରେ ଶ୍ରେଷ୍ଠ ପ୍ରଦର୍ଶନ ଦ୍ୱାରା ମୋନିକା ଏହି ସଫଳତା ପାଇଛନ୍ତି

Leave A Reply

Your email address will not be published.