mobile header

ବଞ୍ଚିବାର ରାହା ଦେଖାଇଛି ଝରଣା ପାଣି

ରାଜ୍ୟ ସରକାର ପାନୀୟ ଜଳକୁ ମୌଳିକ ଅଧିକାରର ପରିସରଭୁକ୍ତ କରିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ପାନୀୟ ଜଳ ଏଯାଏଁ ସ୍ୱପ୍ନ ହୋଇ ରହିଯାଇଛି । ଗ୍ରୀଷ୍ମତାପ ଯେତେ ବଢିଚାଲିଛି ସେହି ଅନୁପାତରେ ଲାଞ୍ଜିଗଡ ବ୍ଲକର ଉପାନ୍ତ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ସେତେ ବଢି ଚାଲିଛି। ଏହି ବ୍ଲକରେ ଏମିତିବି ଗାଁ ରହିଛି ଯେଉଁଠି ଏବେ ବି କିଛି ଆଦିବାସୀ ପରିବାର ଝରଣା ପାଣିକୁ ହିଁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି । ଏମିତି ଗାଁ ଏକ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକର ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜବା ଗାଁ ।

Leave A Reply

Your email address will not be published.