mobile header

ଲେଜ୍ ଓ କୁରକୁରେ ପ୍ୟାକେଟରେ ସଜେଇ ହୋଇଛି ବରଗାଡି

ସବୁଜ ଓ ଲାଲ ରଙ୍ଗର ଲେଜ୍ ଓ କୁରକୁରେ ପ୍ୟାକେଟ୍ରେ ବରଗାଡି ସଜା ହୋଇଛି । ଢେଙ୍କାନାଳ ସହର ଦୋଳମଣ୍ଡପ ସାହିରେ ଏକ ବିବାହ ଶୋଭାଯାତ୍ରା ବେଳେ ଏଭଳି ବର ଗାଡି ଦେଖିବାକୁ ମିଳିଛି । ଚିପ୍ସରେ ସଜେଇ ବରଗାଡିକୁ ନେଇ ସାରା ସହରରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.