mobile header

22kg ଗଂଜେଇ ଏକ କାର ଜବତ ସହ ଦୁଇ ଦୁଇ ଗଞ୍ଜେଇମାଫିଆକୁ ଗିରଫ କଲା ପୋଲିସ

-ଗଂଜେଇଚୋରା ଚାଲାଣ ବେଳେ କଣ୍ଟାମାଲ ପୋଲିସହାତରେ ଧରପଡିଲେ ଗଂଜେଇ ମାଫିଆ I ସୂଚନା ମତେ ଗଂଜେଇ ଚଲାଣ ହୋଉଥିବା କୌଣସି ସୂତ୍ରରୁ ଖବର ପାଇଁ କଣ୍ଟାମାଲ ପୋଲିସ ତିଲେଇମାଲଛକ ନିକଟରେ ଛକିବସିଥିଲା ପୋଲିସ ସନ୍ଦେହ ରେ ଗାଡିଟିକୁ ଅଟ କାଇ ଯାଞ୍ଜବେଳେ ଗାଡିରୁ ଏକ ବସ୍ତାରେ 22kg ଗଂଜେଇ ବାହାରିଥିଲା ଗଂଜେଇ ଓ କାର ଗାଡି ଟିକୁ ଜବତ କରିବା ସହ ଦୁଇ ଗଞ୍ଜେଇ ମାଫିଆ କୁ ଗିରଫକରିଛି ପୋଲିସ ଦୁଇ ଅଭିଯୁକ୍ତ ମାନେ ହେଲେ ଛତିଶଗଡ଼ ର ରାୟଗଡ଼ ଜିଲ୍ଲା ନେଟନଗର ର କିରନ କୁମାର ବସୋଦ ଓ ସନ୍ଧିପ ଚୋହାନ ବୋଲି ଜଣାପଡୁଛି ଉଭୟ ଙ୍କୁ କୋଟ ଚାଲାଣ କରାଯାଇଥିବା DSP ତପସ୍ୱିନୀ କହଁର ସୂଚନା ଦେଇଛନ୍ତି

Leave A Reply

Your email address will not be published.