mobile header

ବୌଦ୍ଧ NAC ର ପ୍ରତି ୱାର୍ଡ ରେ ମିଶନଶକ୍ତି ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ…..

ବୌଦ୍ଧ :23/05. ବୌଦ୍ଧ ଜିଲ୍ଲା NAC ର ପ୍ରତି ୱାର୍ଡ ରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଆଜି କାର୍ଯ୍ୟାଦେଶ ଜାରିହୋଇଛି!ବୌଦ୍ଧ NAC ର 13ଗୋଟି ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠି ଙ୍କୁ ପ୍ରତି ୱାର୍ଡ ର ପ୍ରତି ଗୋଷ୍ଠି ରୁ 10ଜଣ ଲେଖାଏଁ ସଭ୍ୟା ଙ୍କୁ ନେଇ ନଗର ପାଳ ଙ୍କଉପସ୍ଥିତ ରେ ବିଜ୍ଞlପିତ ପରିଷଦ କାର୍ଯ୍ୟାଳୟ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା!ଏହି ସଭାରେ ଏହି 13ଗୋଟି ୱାର୍ଡ ରେ 13ଗୋଟି ମିଶନଶକ୍ତି ଗୃହ ନିର୍ମାଣ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି!

ଏହି

କାର୍ଯ୍ୟକ୍ରମ ରେ ନଗରପାଳ, କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ପଣ୍ଡା, ଗୋଷ୍ଠି ସଂଗଠିକା ସୁପର୍ଣ୍ଣା ମହାନ୍ତି, ଜୟ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ!

Leave A Reply

Your email address will not be published.