mobile header

ମାଲକାନଗିରି ପୌର ପରିଷଦ ପୋକ୍ଷ ରୁ ଆବାସ ଗୃହ କାର୍ଯ୍ୟାଦେଶ ବଣ୍ଟନ

ମାଲକାନଗିରି – ମାଲକାନଗିରି ପୋୖର ପରିଷଦ ର 2 ନମ୍ବର ୱାର୍ଡ ଡ଼ଣ୍ଡସେନା ଗୁଡା ଓ ଟେକଗୁଡା ଠାରେ ଆଜି ମାଲକାନଗିରି ପୌର ପରିଷଦ ପକ୍ଷରୁ ଆବାସ ଗୃହ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏହି ଅବସରରେ 2 ନମ୍ବର ୱାର୍ଡ ରେ ଆୟୋଜିତ ସଭାରେ ମାଲକାନଗିରି ପୌର ଅଧ୍ୟକ୍ଷ ମନୋଜ ବାରିକ ଯୋଗ ଦେଇ ହିତାଧିକାରୀଙ୍କୁ ଆବାସ ଗୃହ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ 2 ନମ୍ବର ୱାର୍ଡ଼ କାଉଁଶୀଲର ଶ୍ରୀମତ ପଦ୍ମିନୀ ସେଠି,ୱାର୍ଡ଼ 1 କାଉନସିଲର ପେଣ୍ଡ୍ରl ପ୍ରସାଦ ପଣ୍ଡା , ବିଜେଡି କର୍ମୀ କେ. ରାହୁଲ, ମଣ୍ଟୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ|

Leave A Reply

Your email address will not be published.