ନୟାଗଡ ଜିଲ୍ଲା ରଣପୁର ଥାନା ଅଞ୍ଚଳର ନୂଆପଲ୍ଲୀ ଗ୍ରାମର ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡରେ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଦ୍ଵାରସ୍ତ ହୋଇଥିଲେ ଭାରତୀୟ ବିକାଶ ପରିଷଦ ର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାଶ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ମାନ୍ୟବର କମିଶନ ୮ ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ନେଇ ମାନସ ସ୍ୱାଇଁ ପରିବାର ଏବଂ ଅଭିଯୋଗ କାରି ଭାରତୀୟ ବିକାଶ ପରିଷଦ ର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାଶଙ୍କୁ ରିପୋର୍ଟ ଦେବାପାଇଁ ଏସପି ନୟାଗଡଙ୍କୁ ନିର୍ଦେଶ ଦେଇଛନ୍ତି ମାନ୍ୟବର କେନ୍ଦ୍ର ମାନବ ଅଧିକାର କମିଶନ |
![](https://gaonrusahar.com/wp-content/uploads/2022/06/IMG-20220605-WA0038.jpg)