mobile header

ଓଡିଶା ଅଣ – ଗେଜେଟେଡ୍ ବନ ସେବା ଆସୋସିଏଟ୍ ମାଲକାନଗିରି ଜୋନ୍ ଅଷ୍ଟମ ସାଧାରଣ ସମ୍ମିଳନୀ ।

ମାଲକାନଗିରି ତା ୧୨/୦୬ ଓଡିଶା ଅଣ-ଗେଜେଟେଡ୍ ବନ ସେବା ସଂଘର ପକ୍ଷରୁ ଅଷ୍ଟମ ଦ୍ଵି-ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରତାପ କୋଟାପାଲ୍ଲୀ, ଆଇଏଫଏସ ବିଭାଗୀୟ ବନ ଅଧିକାରୀ, ମାଲକାନଗିରି ମୁଖ୍ୟ ବକ୍ତା ଶ୍ରୀ ଜଗବନ୍ଧୁ ପାତ୍ର, ରାଜ୍ୟ ସଭାପତି ଓ ଏନ ଜି ଏଫ ଏସ ଏ, ଓଡିଶା, ସଂମ୍ମାନୀତ ଅତିଥି ଶ୍ରୀ କନ୍ଦନ ସିଂ, , ସଂମ୍ମାନୀତ ଅତିଥି ଭାବେ ଏସ୍ ଲିଲି ଅମାନତ୍ୟା, – ମାଲକାନଗିରି ସଂମ୍ମାନୀତ ଅତିଥି ଶ୍ରୀ ଭବାନୀ ଶଙ୍କର ପାରଳା, ରାଜ୍ୟ ଉପ ସଭାପତି ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ରାଜ୍ୟ ଯୁଗ୍ମ ସଚିବ ଶ୍ରୀ ସାନ୍ତୋଶ କୁମାର ବିଶୋତ୍ ରତ୍ନା, ରାଜ୍ୟ ଆସଷ୍ଟ। ଓ ଏନ ଜି ଏଫ ଏସ ଏ ମାଲକାନଗିରି ଜିଲ୍ଲା ସଭାପତି ଶ୍ରୀ ତପନ କୁମାର ସାହା ମାଲକାନଗିରି ଜିଲ୍ଲାର ସମ୍ପାଦକ ଶ୍ରୀ ସରୋଜ କୁମାର ସ୍ବାଇଁ ଏବଂ ମୁଖ୍ୟ ବକ୍ତା ଭାବରେ ପୂର୍ବତନ ରାଜ୍ୟ ସଭାପତି ଦୁର୍ଯ୍ୟଧନ ପାତ୍ର ଉପସ୍ଥିତ ରହିଥିଲେ ଏହି ଅଧିବେଶନ ରେ ବନ ରକ୍ଷୀ,କ୍ଷେତ୍ର କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କ ରେ ବନ ରକ୍ଷୀ ପଦବୀ ପୂରଣ,ପ୍ରତି ସେକ୍ସନ ସଦର ମହକୁମା ରେ ସିଜର ୟାର୍ଡ ଯୋଗାଇଦିଆଯ। ଉ, ବନରକ୍ଷୀ,କ୍ଷେତ୍ର କର୍ମଚାରୀ ଙ୍କୁ ଉନ୍ନତ ମାନର ମୋବାଇଲ,କମ୍ପୁଟର ଯୋଗାଇଦିଆଯ। ଉ, କ୍ଷେତ୍ର କର୍ମ ଚାରି ଙ୍କ କ୍ୱାର୍ଟର ଘର ମରାମତି,ପାନୀୟ ଜଳ ,ବିଦ୍ୟୁତ୍ ସେବା ଯୋଗାଇଦିଆଯ। ଉ,ନିଆଁ ଲିଭାଇବା ପାଇଁ ଅଧିକା ସରଞ୍ଜାମ ଯୋଗାଇଦିଆଯ। ଉ ଏହି ଅଧିବେଶନ ରେ ଆଲୋଚନା ହେବା ସହ କର୍ମକର୍ତ୍ତା ନିର୍ବାଚନ ମଧ୍ୟ କରାଯାଇଥିଲା

Leave A Reply

Your email address will not be published.