mobile header

ସୋସିଆଲ ମିଡ଼ିଆରେ ଦଳିତଙ୍କ ପ୍ରତି କଟୁ ମନ୍ତବ୍ୟ ନେଇ ଏତେଲା


ଫୁଲ ବାଣୀ-୧୮/୬
ସୋସିଆଲ ମିଡ଼ିଆ ରେ ସୁଶିଲ କୁମାର ହାଁସଦା ନାମକ ଜଣେ ବ୍ୟକ୍ତି ସିଧାସଳଖ ଦଳିତଙ୍କ ପ୍ରତି କଟୁ ମନ୍ତ୍ ବ୍ୟ ଦେବା ଓ ଏହାଭାଇରାଲ ହେବା ଫଳରେ ଦଳିତ ପାଣ ସମ୍ପ୍ରଦାୟ ଙ୍କ ସମ୍ମାନରେ ଆଞ୍ଚ ଆସିଥିବା ଦର୍ଶ। ଇ ଶନିବାର ସାଇବର ଥାନାରେ ଏତଲା ଦିଆଯାଇଛି । ଏହି ଭିଡ଼ିଓ ସଂପର୍କରେ ତଦନ୍ତ କରଯାଇ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଫିରିଙ୍ଗିଆ ପାଣ ସମାଜସଭାପତି କୃଷ୍ଣଚନ୍ଦ୍ର ଦିଗଲ, ସଂପାଦକ କୁଳମଣି ନା ଏକ ପ୍ରମୁଖ ଦାବୀ କରିଛନ୍ତି ।
ଏନେଇ ଆଜି ସେମାନେ ଫୁଲବାଣୀର ସାଇବର କ୍ରାଇମ ଓ ଇ6କ।ନାମିକ ଅଫେନ୍ସ
ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ।
ଏନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଭାପତି କୃଷ୍ଣ ଚନ୍ଦ୍ର ଡିଗଲ କହିଛନ୍ତି ।

Leave A Reply

Your email address will not be published.