
ମାଲକାନଗିରି ତା.22.6.2022. ଆଜି ପୂର୍ବାହ୍ନ 10.30 ମି. ରେ ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ପରିଷଦ ସମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି. ଏଥିରେ ଶ୍ରୀ ରମେଶ ଚନ୍ଦ୍ର ମାଝୀ,ମାନ୍ୟବର ସାଂସଦ, / ଶ୍ରୀ ଆଦିତ୍ୟ ମାଢି, ମାନ୍ୟବର ବିଧାୟକ, ମାଲକାନଗିରି / ଶ୍ରୀ ପୁର୍ଣ ଚନ୍ଦ୍ର ବାକା, ମାନ୍ୟବର ବିଧାୟକ,ଚିତ୍ରକୋଣ୍ଡା / ଶ୍ରୀମତୀ ସମାରି ତାଙ୍ଗୁଲୁ, ସମ୍ମାନିଆ ଅଧ୍ୟକ୍ଷା, ଜ଼ିଲ୍ଲା ପରିଷଦ, / ସମାନୀୟ ଉପାଧ୍ୟକ୍ଷ,ଶ୍ରୀ ପତିତପାବନ ବୈଦ୍ୟ,/ ଶ୍ରୀ ବିଶାଲ ସିଂ, ସମାନୀୟ ଜିଲ୍ଲାପାଳ, ମାଲକାନଗିରି, /ଶ୍ରୀ ନୀତେଶ ଆଧ୍ୱନି, ସମାନୀୟ ଆରକ୍ଷୀ ଅଧିକ୍ଷକ /ଶ୍ରୀ ବାଲ ମୁକୁନ୍ଦ ଭୂୟାଁ , ସମାନୀୟ,ପି. ଡି.,ଡି. ଆର. ଡି. ଏ./ ଶ୍ରୀ ଅକ୍ଷୟ କୁମାର କ୍ଷେମୁଣ୍ଡୁ, ସମାନୀୟ ଉପ -ଜିଲ୍ଲାପାଳ, ତହସିଲଦାର, / ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,/ସମସ୍ତ ଲାଇନ ଦିପାର୍ଟମେଣ୍ଟ, ସମସ୍ତ ଅଧିକାରୀ., / ସମସ୍ତ ଜ଼ିଲ୍ଲା ପରିଷଦ ମେମ୍ବର /ସମସ୍ତ ପି. ଆର. ଆଇ. ମେମ୍ବର ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିଲେ. ଜିଲ୍ଲାର ବିଭିନ ବିଭାଗର ଅଧିକାରୀ ଙ୍କୁ ମାନ୍ୟବର ସାଂସଦ ,ବିଧାୟକ ଜିଲ୍ଲାର ବିଭିନ ସମସ୍ୟା ଉପରେ ଆଲୋଚନା କରି ସେସବୁର ସମାଧାନ ପାଇଁ ନିର୍ଦେଶ ଦେଇଥିଲେ. ଶେଷରେ ଶ୍ରୀ ମାନସ କୁମାର ମିଶ୍ର, ଏ. ପି. ଡି., ଫାଇନାନ୍ସ ଧନ୍ୟବାଦ ଅର୍ପଣ ପୂର୍ବକ ବୈଠକ ସାଙ୍ଗ କରା ଯାଇଥିଲା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ମାଲକାନଗିରି.

