mobile header

ନୂତନ ଜିଲାପାଳ ଙ୍କ ଦାୟୀତ୍ୱ ଗ୍ରହଣ

ଫୁଲବାଣୀ -22/6 କନ୍ଧମାଳ ଜିଲ୍ଲା ରେ ନୂତନ ଜିଲ୍ଲାପାଳ ଭାବେ ଆଶିଷ ଈଶ୍ୱର ପାଟିଲ ବୁଧବାର ଦାୟୀତ୍ୱ ଗ୍ରହଣ କରିଛନ୍ତି lସେ ପୂର୍ବରୁ ଥିବା ଜିଲାପାଳ ଡା. ଵୃନ୍ଦା ଡି ଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି lବୃନ୍ଦା ଡି ଙ୍କୁ ଓ ଏସ ଏମ ସି ଏଲ, ଭୁବେନଶ୍ୱର କୁ ବଦଳି ହୋଇଛି lଆଶିଷ ଈଶ୍ୱର ପାଟିଲ ଏଥି ପୂର୍ବରୁ ବାଲେଶ୍ୱର ଉପଜିଲ୍ଲା ପାଳ ଭାବେ କାର୍ଯ୍ୟକରୁଥିଲେ lଦାଇତ୍ୱ ଗ୍ରହଣ କରିବା ପରେଜ଼ିଲ୍ଲାପାଳ ପାଟିଲ ଙ୍କୁ ପଚାରିବାରେ ଜିଲାର ଜନସାଧାରଣ ଙ୍କ ସର୍ବାଙ୍ଗୀନ ଉନ୍ନତି ପ୍ରତିଦ୍ରୁଷ୍ଟି ଦେବେବୋଲି କହିଛନ୍ତି lଲୋକଙ୍କ ସମସ୍ୟା ପ୍ରତି ଅଗ୍ରାଧିକାର ଭିତ୍ତି ରେ ଦ୍ରୁଷ୍ଟି ଦେବେ ବୋଲି ଆହୁରି କହିଥିଲେ lଆଜି ଦାଇତ୍ୱ ଗ୍ରହଣ କରିବା ପରେ ଜିଲ୍ଲା ପ୍ରେସକ୍ଲବ ସଭାପତିସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ସାମ୍ବାଦିକ ଶିବ ବିଶ୍ୱାଳ, କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ସମ୍ପାଦକ ଜୟ ସେନ ପରିଡ଼ା, କାହ୍ନl ପଟନାୟକ, ନିବେଦିତା ଖାଡ଼ଙ୍ଗା ପ୍ରମୁଖ ଭେଟି ସ୍ଵାଗତ ସମ୍ବର୍ଧନା ଜଣାଇବା ସହ ଜିଲାର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ l ଜିଲାପାଳ ପାଟିଲ ଗଣ ମାଧ୍ୟମ ର ଆନ୍ତରିକ ସହଯୋଗ କାମନା କରିଥିଲେ l

Leave A Reply

Your email address will not be published.