mobile header

ପୋଖରୀ ରେ ଭାସୁଛି ମହିଳାଙ୍କ ଶବ

ଫୁଲବାଣୀ -23/6 ପୋଖରୀ ରେ ଭାସୁଛି ମହିଳାଙ୍କ ଶବ l ସକାଳୁ ସକାଳୁ ଗାଁ ଲୋକେ ପୋଖରୀ କୁ ଗାଧେଇବାଲାଗି ଯାଇଥିବାବେଳେ ଶବ ଭାସୁଥିବା ଦେଖି ପାଟି କରିବା ଫଳରେ ଗାଁ ରେ ଚାଞ୍ଚଲ୍ୟ ଖେଳିଯାଇଥିଲା lଭାସୁଥିବା ଶବ କାହାର ଓ କିଏ କାହିଁକି ହତ୍ୟା କରି ଶବ ଫୋପାଡ଼ି ଦେଇଛି, ନା ମହିଳା ଜଣଙ୍କ ଆତ୍ମହତ୍ୟା ସେନେଇ ଚର୍ଚା ଯୋର ଧରିଥିଲା lଘଟଣା ଟି ଦାରିଂବାଡ଼ି ଥାନା ଶ୍ର l ନି କେତା ଅଂଚଳର lଶେଷରେ ଗ୍ରାମବାସି ପୋଲିସ କୁ ଜଣାଇବା ପରେ ପୋଲିସ ପହଂଚି ଶବ ଉଦ୍ଧାର କରିଥିଲା lମୃତାମହିଳା ଜଣଙ୍କ ସେହି ଗ୍ରାମ ର ତପୀସା ପ୍ରଧାନ ବୋଲି ଜଣାପଡିଛି lପୋଲିସ ଶବ ଜବତ କରି ମୃତ୍ଯୁ ର ତଦନ୍ତ କରୁଛି lଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ଜଣାପଡିବ ବୋଲି ତଦନ୍ତ କରି ଅଫିସର କହିଛନ୍ତି l

Leave A Reply

Your email address will not be published.