mobile header

ସ୍ୱାଭିମାନ ଅଞ୍ଚଳରେ ଖରିପ ହରଡ଼ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀଙ୍କୁ ହରଡ଼ କିଟ ପ୍ରଦାନ l

ଚିତ୍ରକୋଣ୍ଡା :-୦୫/୦୬ କନକ ବାଇଓସାଇନସ ଆଣ୍ଡ ରିସର୍ଚ୍ଚ ପ୍ରାଇଭେଟ ଲିମିଟେଡ଼ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ ଯନ୍ତାପାଇ ଠାରେ ଖରିପ ଚାଷର ଆଗମରେ ଖରିପ ହରଡ଼ କାର୍ଯ୍ୟକ୍ରମ ମାଧ୍ୟମରେ ହରଡ଼ ର ଚାହିଦା ଆବଶ୍ୟକତା, ଉତ୍ପାଦନ ଏବଂ ଚାଷୀର ଜୀବନ ଜୀବିକାରେ ପରିବର୍ତ୍ତନ କୁ ଆଖି ଆଗରେ ରଖି ବହୁ ଚାଷୀଙ୍କୁ ପ୍ରଥମ ଥର ପାଇଁ କୃଷି ଓ କୃଷକର ଉର୍ନତି ନିମନ୍ତେ ଚାଷୀଙ୍କୁ ହରଡ଼ କିଟ ପ୍ରଦାନ କରାଯାଇଛି l ଉକ୍ତ ପ୍ରଦାନ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର କର୍ମି ଚନ୍ଦ୍ରଶେଖର ରାଉତରାୟ, ମେଘନାଦ ନନ୍ଦ, ରାଜଦୀପ ସାମନ୍ତରାୟ ଏବଂ ଏଓ ଶିଶିର ସାହୁ, ସନ୍ତୋଷ ବେହେରା, କୃଷ୍ଣ ଚନ୍ଦ୍ର ବାରିକ, ସୁଶାନ୍ତ ପ୍ରଧାନ, ଚନ୍ଦନ ସାହୁ ଓ ଅଶିନୀ ସାମନ୍ତରାୟ ଉପସ୍ଥିତ ଥିଲେ l

Leave A Reply

Your email address will not be published.